ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଏଣିକି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ପ୍ରକାଶ ପାଉଥିବା ନନ୍‌ ଗେଜେଟେଡ୍‌ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନେଇ କେନ୍ଦ୍ର ସରକାର ଜାତୀୟ ନିଯୁକ୍ତି ସଂସ୍ଥା(ଏନଆରଏ) ପ୍ରତିଷ୍ଠା କରିବେ। ଏହି ସଂସ୍ଥା କମନ ଇଲିଜିବିଲିଟି ଟେଷ୍ଟ(ସିଇଟି) ଆୟୋଜନ କରିବ। ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ। ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ପରେ […]

dy

dy

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 05:10 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ପ୍ରକାଶ ପାଉଥିବା ନନ୍‌ ଗେଜେଟେଡ୍‌ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ଏନେଇ କେନ୍ଦ୍ର ସରକାର ଜାତୀୟ ନିଯୁକ୍ତି ସଂସ୍ଥା(ଏନଆରଏ) ପ୍ରତିଷ୍ଠା କରିବେ। ଏହି ସଂସ୍ଥା କମନ ଇଲିଜିବିଲିଟି ଟେଷ୍ଟ(ସିଇଟି) ଆୟୋଜନ କରିବ। ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ।

ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ପରେ ଗଣାମଧ୍ୟମକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଚାକିରି ପାଇଁ ଆଶାୟୀଙ୍କୁ ଏକାଧିକ ପରୀକ୍ଷା ଦେବାକୁ ପଡ଼ୁଛି।

ଏସବୁ ଶେଷ କରିବା ପାଇଁ ଏନଆରଏ ଲାଗୁ କରାଯାଉଛି। ଏହା ଯୁବଗୋଷ୍ଠୀଙ୍କୁ ଅଧିକ ଫାଇଦା ଦେବ। ଦେଶରେ ବର୍ତ୍ତମାନ ୨୦ରୁ ଅଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ରହିଛି। ଏସବୁ ସମାପ୍ତ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଯେଉଁମାନେ ଚାକିରି ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ଏନଆରଏ ଦ୍ୱାରା ଫାଇଦା ମିଳିବ।

ଏଭଳି ବ୍ୟବସ୍ଥା କରିବାକୁ ଯୁବଗୋଷ୍ଠୀ ଦୀର୍ଘ ଦିନରୁ ଦାବି କରୁଥିଲେ। କିନ୍ତୁ କୌଣସି ସରକାର ଏହା ଉପରେ କିଛି ବି ନିଷ୍ପତ୍ତି ନେଇ ନଥିଲେ। ନୂଆ ନିଷ୍ପତ୍ତି ଦ୍ୱାରା ଯୁବଗୋଷ୍ଠୀ ଭୋଗୁଥିବା ସମସ୍ୟା କେବଳ ଦୂର ହେବନି ବରଂ ସେମାନଙ୍କ ଟଙ୍କା ମଧ୍ୟ ବଞ୍ଚିବ। ଏବେ ଯୁବଗୋଷ୍ଠୀ ଗୋଟିଏ ପରୀକ୍ଷା ଦେଇ ଆଗକୁ ବଢ଼ିପାରିବେ।

ସିଇଟିରେ ପିଲାମାନେ ଯେମିତି ରାଙ୍କ ବା ମାର୍କ ରଖିବେ ଏହା ୩ ବର୍ଷ ଯାଏ ବୈଧ ରହିବ। ଏହାକୁ ଆଧାର କରି ଜଣେ ଆଶାୟୀ ନିଜର ଯୋଗ୍ୟତା ଓ ଇଚ୍ଛା ଅନୁସାରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବେ। ଗ୍ରୁପ ବି ଓ ଗ୍ରୁପ ସି ପୋଷ୍ଟ ପାଇଁ ଆଶାୟୀମାନେ ଆବେଦନ କରିପାରିବେ।

ସିଇଟିରେ ଯୋଗ୍ୟତା ହାସଲ କରୁଥିବା ଆଶାୟୀମାନେ ଯେ କୌଣସି ନିଯୁକ୍ତି ଏଜେନ୍ସି ପାଖରେ ଉଚ୍ଚ ସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପ୍ରାବଧାନ ରହିଛି। ଏହାର ଅର୍ଥ banking personnel selection agency IBPS, railway recruitment board RRB and the Staff Selection Commission (SSC) ଅଧୀନରେ ହେଉଥିବା ଭିନ୍ନ ଭିନ୍ନ ପରୀକ୍ଷା ଗୋଟିଏ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story