ମହଙ୍ଗା ପଡ଼ିଲା ଫେସ୍‌ବୁକ୍‌ ଡାଟା ଚୋରି: ବନ୍ଦ ହେବାକୁ ଯାଉଛି ‘କେମ୍ବ୍ରିଜ୍‌ ଆନାଲିଟିକା’

ରାଜନୈତିକ ଦଳଙ୍କୁ ପରାମର୍ଶ ଦେଉଥିବା ସଂସ୍ଥା ‘କେମ୍ବ୍ରିଜ୍‌ ଆନାଲିଟିକା’ ଶେଷରେ ବନ୍ଦ ହେବାକୁ ଯାଉଛି। ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟା ଚୋରି ଏବଂ ଅପବ୍ୟବହାର ଅଭିଯୋଗରେ ଗତ କିଛିଦିନ ଧରି ଏହି ସଂସ୍ଥା ବିବାଦରେ ଥିଲା। ଏହି ମାମଲାରେ ଆଇନଗତ ସମସ୍ୟାରେ ଫସି ଯାଇଥିବା ଏହି କମ୍ପାନୀକୁ ଗତ ବୁଧବାର ଦିନ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। କମ୍ପାନୀର କହିବା ଅନୁଯାୟୀ- ‘ଆମ ବିରୋଧରେ ବିଶ୍ୱବ୍ୟାପୀ ଗଣମାଧ୍ୟମ ଗୁଡ଼ିକ ବ୍ୟାପକ ଅପପ୍ରଚାର କରିବା ଦ୍ୱାରା ଆମ ଗ୍ରାହକମାନେ ଆମଠୁ […]

Cambridge-Analytica-Facebook-1

Cambridge-Analytica-Facebook-1

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 01:13 PM IST

Sports

Latest News

ରାଜନୈତିକ ଦଳଙ୍କୁ ପରାମର୍ଶ ଦେଉଥିବା ସଂସ୍ଥା ‘କେମ୍ବ୍ରିଜ୍‌ ଆନାଲିଟିକା’ ଶେଷରେ ବନ୍ଦ ହେବାକୁ ଯାଉଛି। ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟା ଚୋରି ଏବଂ ଅପବ୍ୟବହାର ଅଭିଯୋଗରେ ଗତ କିଛିଦିନ ଧରି ଏହି ସଂସ୍ଥା ବିବାଦରେ ଥିଲା। ଏହି ମାମଲାରେ ଆଇନଗତ ସମସ୍ୟାରେ ଫସି ଯାଇଥିବା ଏହି କମ୍ପାନୀକୁ ଗତ ବୁଧବାର ଦିନ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। କମ୍ପାନୀର କହିବା ଅନୁଯାୟୀ- ‘ଆମ ବିରୋଧରେ ବିଶ୍ୱବ୍ୟାପୀ ଗଣମାଧ୍ୟମ ଗୁଡ଼ିକ ବ୍ୟାପକ ଅପପ୍ରଚାର କରିବା ଦ୍ୱାରା ଆମ ଗ୍ରାହକମାନେ ଆମଠୁ ଦୂରେଇ ଯାଇଛନ୍ତି। ଏଥିପାଇଁ କମ୍ପାନୀକୁ ବନ୍ଦ କରିବାକୁ ବାଧ୍ୟ ହେଉଛୁ।’

କାହିଁକି ଏମିତି ହେଲା:କେମ୍ବ୍ରିଜ୍ ଆନାଲିଟିକା’ କମ୍ପାନୀ ବିଭିନ୍ନ ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକ ପାଇଁ ପରାମର୍ଶଦାତା ଭାବେ କାମ କରିବା ସହ, ସର୍ଭେ କରି ସାମାଜିକ ଓ ରାଜନୈତିକ ସ୍ଥିତି ବତେଇଥାଏ। ଜଣା ପଡ଼ିଥିଲା ଯେ, କୋଟିକୋଟି ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟା ଚୋରି କରି କମ୍ପାନୀ ଏହି କାମରେ ଲଗାଉଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଆମେରିକା ନିର୍ବାଚନରେ ବହୁ ସଂଖ୍ୟକ ଭୋଟରଙ୍କ ମନସ୍ତାତ୍ତ୍ୱିକ ପ୍ରୋଫାଇଲ୍ ତିଆରି କରିବାକୁ ମଧ୍ୟ କମ୍ପାନୀ ଫେସବୁକରୁ ତଥ୍ୟ ଚୋରି କରିଥିଲା। ଏ କଥା ଜଣାପଡ଼ିଥିଲା ଯେ, ଫେସ୍‌ବୁକ୍‌ ବ୍ୟବହାର କରୁଥିବା ପ୍ରାୟ ୫ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ କରିଥିଲା କେମ୍ବ୍ରିଜ୍ ଆନାଲିଟିକା। ଏହାପରେ କମ୍ପାନୀର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଆଲେକ୍‌ଜ୍ୟାଣ୍ଡର ନିକ୍ସଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଏହି ଅଭିଯୋଗ ଆସିବା ପରେ କମ୍ପାନୀକୁ ବଡ଼ ପରିମାଣର ଜୋରିମାନା ରାଶି ମଧ୍ୟ ଦେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story