୬୦ ଫୁଟ ତଳୁ ଠାବ ହେଲା ଗୋଦାବରୀରେ ବୁଡ଼ି ଯାଇଥିବା ଡଙ୍ଗା

ମାଲକାନଗିରି: ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ମ ସାଢ଼େ ୪ଟା ବେଳେ ଗୋଦାବରୀ ନଦୀରେ ବୁଡି ଯାଇଥିବା ଡଙ୍ଗାଟି ଠାବ ହୋଇଛି। ଡଙ୍ଗାକୁ NDRF ଟିମ୍ ଠାବ କରିଛନ୍ତି। ମାଣ୍ଟେରୁ ଗାଁ ନିକଟରେ ନଦୀର ୬୦ ଫୁଟ ତଳେ ଏହି ଡଙ୍ଗାକୁ ଠାବ କରାଯାଇଛି। ଡଙ୍ଗାରେ କିଛି ଯାତ୍ରୀଙ୍କ ମୃତଦେହ ଥିବା ସୂଚନା ମିଳିଛି। କାଲି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି  ବୁଡ଼ିଯାଇଥିଲା।  ୩ ଜଣଙ୍କର ମୃତଦେହ ମିଳିଥିବା ବେଳେ ୧୭ ଜଣ […]

godabari

godabari

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 03:18 PM IST

Sports

Latest News

ମାଲକାନଗିରି: ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ମ ସାଢ଼େ ୪ଟା ବେଳେ ଗୋଦାବରୀ ନଦୀରେ ବୁଡି ଯାଇଥିବା ଡଙ୍ଗାଟି ଠାବ ହୋଇଛି। ଡଙ୍ଗାକୁ NDRF ଟିମ୍ ଠାବ କରିଛନ୍ତି। ମାଣ୍ଟେରୁ ଗାଁ ନିକଟରେ ନଦୀର ୬୦ ଫୁଟ ତଳେ ଏହି ଡଙ୍ଗାକୁ ଠାବ କରାଯାଇଛି। ଡଙ୍ଗାରେ କିଛି ଯାତ୍ରୀଙ୍କ ମୃତଦେହ ଥିବା ସୂଚନା ମିଳିଛି।

କାଲି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି  ବୁଡ଼ିଯାଇଥିଲା।  ୩ ଜଣଙ୍କର ମୃତଦେହ ମିଳିଥିବା ବେଳେ ୧୭ ଜଣ ଉଦ୍ଧାର ହୋଇଥିଲେ।  ଏବେବି ୨୭ ଜଣ ନିଖୋଜ ଅଛନ୍ତି।  ଡଙ୍ଗାର ମାଲିକ ନିଜେ ଥାନାରେ ଏନେଇ ଏତଲା କରିଥିଲେ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍, ବିଶାଖାପାଟଣା ପକ୍ଷରୁ ସୂଚନା ଦିଆଯାଇଛି ଯେ ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ଡୋର୍ନିୟର୍ ଏୟାର୍‌କ୍ରାଫ୍ଟ ଏବଂ ୨ଟି ହେଲିକପ୍ଟରରେ ଅଧିକ ବୁଡ଼ାଳି ଦଳକୁ ଉଦ୍ଧାର ପାଇଁ ସେଠାକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story