ବସ୍ ଓ କାର୍ ଦୁର୍ଘଟଣାଗ୍ରସ୍ତ: ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦୁଇଟି ପୃଥକ ପୃଥକ ଘଟଣାରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ସିରମୌର ଓ ଶିମଲା ଜିଲ୍ଲାରେ ଘଟିଛି ଏ ଦୁଇଟି ଦୁର୍ଘଟଣା। ସିରମୌର ଜିଲ୍ଲାରେ ମାନବାରୁ ସୋଲନ ଯାଉଥିବା ଏକ ଘରୋଇ ବସ୍ ନେଇନେଟି ନିକଟରେ ରାସ୍ତାରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। […]

bus

bus

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 04:16 PM IST

Sports

Latest News

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦୁଇଟି ପୃଥକ ପୃଥକ ଘଟଣାରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ସିରମୌର ଓ ଶିମଲା ଜିଲ୍ଲାରେ ଘଟିଛି ଏ ଦୁଇଟି ଦୁର୍ଘଟଣା।

ସିରମୌର ଜିଲ୍ଲାରେ ମାନବାରୁ ସୋଲନ ଯାଉଥିବା ଏକ ଘରୋଇ ବସ୍ ନେଇନେଟି ନିକଟରେ ରାସ୍ତାରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଏଥିରେ ୧୫ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି।

ଅନ୍ୟ ଦୁର୍ଘଟଣାଟି ଘଟିଛି ଶିମଲାଠାରୁ ପ୍ରାୟ ୪୨ କିଲୋମିଟର ଦୂରରେ ଖୋଲଗଲୀ ନିକଟରେ। ସେଠାରେ ଏକ କାର୍ ପ୍ରାୟ ୩୦୦ ଫିଟ୍‌ର ଏକ ଖାଇରେ ପଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।  କାର୍‌ଟି ଜଡ଼ୋଗ-ସାହଲୀରୁ କ୍ୟାର ଅଭିମୁଖେ ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story