ଫ୍ଲାଏଓଭର୍‌ରୁ ୪୦ ଫୁଟ ତଳକୁ ଖସି ପଡ଼ିଲା କାର୍‌, ଆଉ ତା’ ପରେ

ନୂଆଦିଲ୍ଲୀ: ୪୦ ଫୁଟ ଉପରେ ଥିବା ଫ୍ଲାଏଓଭରରୁ ତଳକୁ ଖସିପଡ଼ିଛି ଗୋଟିଏ କାର। ଏତେ ଉପରୁ କାର୍‌ଟି ତଳେ ପଡ଼ିବାରୁ ଏହା ଛିନଛତ୍ର ହୋଇଯାଇଛି। ତେବେ ଏତେ ବଡ଼ ଭୟଙ୍କର ଦୁର୍ଘଟଣାରୁ କାର୍‌ ମଧ୍ୟରେ ଥିବା ୨ ଜଣ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଦୁର୍ଘଟଣା ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ଉଭୟ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଗୋଟିଏ ହୋଣ୍ଡା […]

dr

dr

Hemant Lenka
  • Published: Saturday, 29 August 2020
  • Updated: 29 August 2020, 07:38 PM IST

Sports

Latest News

ନୂଆଦିଲ୍ଲୀ: ୪୦ ଫୁଟ ଉପରେ ଥିବା ଫ୍ଲାଏଓଭରରୁ ତଳକୁ ଖସିପଡ଼ିଛି ଗୋଟିଏ କାର। ଏତେ ଉପରୁ କାର୍‌ଟି ତଳେ ପଡ଼ିବାରୁ ଏହା ଛିନଛତ୍ର ହୋଇଯାଇଛି। ତେବେ ଏତେ ବଡ଼ ଭୟଙ୍କର ଦୁର୍ଘଟଣାରୁ କାର୍‌ ମଧ୍ୟରେ ଥିବା ୨ ଜଣ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଦୁର୍ଘଟଣା ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ଉଭୟ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଗୋଟିଏ ହୋଣ୍ଡା ସିଟି କାର୍‌ ବିକାଶ ପୁର-ପୀରଗ୍ରହୀ ଫ୍ଲାଏଓଭର୍‌ର ଡିଭାଡର ନିକଟରେ ଛିଡ଼ା ହୋଇଥିବା ଫୋର୍ଡ ଏଣ୍ଡାଭର ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହୋଣ୍ଡା ସିଟି କାର୍‌ଟି ସିଧା ଫ୍ଲାଏଓଭରରୁ ୪୦ ଫୁଟ ତଳକୁ ଖସି ପଡ଼ିଥିଲା।

ତଳେ ପଡ଼ିବା ବେଳେ କାର୍‌ଟି ଏକାଧିକ ଥର ରାସ୍ତାରେ ପଲଟି ମାରିଥିଲା। କିନ୍ତୁ ଏହା ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତି ସିଟ୍‌ ବେଲ୍ଟ ପିନ୍ଧିଥିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସିଟ୍‌ ବେଲ୍ଟ ସହ କାର୍‌ରେ ଥିବା ଏୟାର ବ୍ୟାଗ‌ ସେମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story