ସୁଶାନ୍ତ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ ଠାରୁ କେସ ଡାଏରୀ, ଫୋନ ଓ ଲ୍ୟାପଟପ ଆଣିଲା ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ଜୋରଦାର କରିଛି ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗତକାଲି ମୁମ୍ବାଇରେ ପହଞ୍ଚିଥିଲା। ରାତିରେ ଗେଷ୍ଟ ହାଉସରେ ରହିବା ପରେ ଆଜି ସକାଳୁ ପୂରା ଟିମ୍‌ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ କିଛି ଲୋକଙ୍କୁ ଜେରା ପାଇଁ ସମନ କରିଛି। ସେହିପରି […]

n

n

Hemant Lenka
  • Published: Friday, 21 August 2020
  • Updated: 21 August 2020, 02:07 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଛାନଭିନ ଜୋରଦାର କରିଛି ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗତକାଲି ମୁମ୍ବାଇରେ ପହଞ୍ଚିଥିଲା।

ରାତିରେ ଗେଷ୍ଟ ହାଉସରେ ରହିବା ପରେ ଆଜି ସକାଳୁ ପୂରା ଟିମ୍‌ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ କିଛି ଲୋକଙ୍କୁ ଜେରା ପାଇଁ ସମନ କରିଛି। ସେହିପରି ସିବିଆଇ ଟିମ୍‌କୁ ବାନ୍ଦ୍ର ପୁଲିସ ଷ୍ଟେସନରେ ଦେଖିବାକୁ ମିଳିଛି। ଏଠାରେ ସିବିଆଇ ଟିମ ଜୋନ ୯ର ଡିସିପି ଅଭିଷେକ ତ୍ରିମୁଖେଙ୍କ ସହ କଥାବାର୍ତ୍ତା କରିଛି।

ବାନ୍ଦ୍ର ପୁଲିସ୍‌ ଷ୍ଟେସନରୁ ସିବିଆଇ ଟିମ କେସ ଡାଏରୀ, ସୁଶାନ୍ତଙ୍କ ଫୋନ, ଲ୍ୟାପଟନ ଓ ଅନ୍ୟାନ୍ୟ ଦସ୍ତାବିଜ ବି ସଂଗ୍ରହ କରିଛି। ସିବିଆଇର ୧୦ ଜଣିଆ ଟିମ୍‌ ସୁଶାନ୍ତଙ୍କ କିଛି କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରିଛନ୍ତି। ଏମାନଙ୍କ ମଧ୍ୟରେ ସୁଶାନ୍ତ ରୋଷେୟା ବି ରହିଛନ୍ତି। ସିବିଆଇର ଏହି ୧୦ ଜଣିଆ ଟିମ୍‌ର ନେତୃତ୍ୱ ଏସ୍‌ପି ନୂପୁର ପ୍ରସାଦ ନେଉଛନ୍ତି।

ଦରକାର ପଡ଼ଲେ ସିବିଆଇ ଟିମ୍‌ ମୁମ୍ବାଇ ଡିସିପିଙ୍କୁ ମଧ୍ୟ ଭେଟିବ। କାରଣ ସୁଶାନ୍ତଙ୍କ ପରିବାର ଲୋକ ଜୀବନ ପ୍ରତି ବିପଦ ଦର୍ଶାଇ ପ୍ରଥମେ ମୁମ୍ବାଇ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ହ୍ୱାଟସଆପ ଚ୍ୟାଟ ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ଆଜି ସିବିଆଇ ଟିମ୍‌ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସ୍ଥାନରେ ହିଁ ସୁଶାନ୍ତ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତେଣୁ କ୍ରାଇମ ସିନ୍‌ ଓ ପୂରା ଘଟଣାକୁ ରିକ୍ରିଏଟ କରିବାକୁ ମଧ୍ୟ ସିବିଆଇ ଟିମ ଯୋଜନା କରିଛନ୍ତି। ଏହାବାଦ୍‌ ଅଧିକ ତଥ୍ୟ ପାଇଁ ସିବିଆଇ ଟିମ୍‌ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କୁ ମଧ୍ୟ ସାକ୍ଷାତ କରିବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ହିଁ ବିହାର ସରକାରଙ୍କ ସୁପାରିସ କ୍ରମେ ସିବିଆଇ ଅଗଷ୍ଟ ୭ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଥିଲା। ସିବିଆଇର ଏହି ଏଫଆଇଆରରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦରଜୀତ, ମା’ ସନ୍ଧ୍ୟା, ଭାଇ ସୌଭିକ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ସୁଶାନ୍ତଙ୍କ ସହ ରହୁଥିବା ସାମ୍ୟୁଏଲ ମିରାଣ୍ଡାଙ୍କ ନାଁ ରହିଛି। ଏଥିସହ ସିବିଆଇ ସୁଶାନ୍ତଙ୍କ ବାପା କେକେ ସିଂହ ଓ ଭଉଣୀ ରାଣୀ ସିଂହଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story