ସିବିଆଇ ରାଡାରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଡ଼ୁଆ ବଢ଼ିଛି। ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ କମଲନାଥ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସିବିଆଇ ଆକ୍ସନ ମୋଡକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସିବିଆଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସିବିଆଇ ନିର୍ବାଚନ କମିଶନଙ୍କ ଦସ୍ତାବିଜ୍‌ ଓ ଆୟକର ବିଭାଗର ରିପୋର୍ଟକୁ ଏବେ ତର୍ଜମା କରୁଛି। ଏଥିସହ କମଲନାଥଙ୍କ ବିରୋଧରେ ଆସିଥିବା ଅଭିଯୋଗ ପତ୍ର ମଧ୍ୟ […]

ue

ue

Hemant Lenka
  • Published: Monday, 03 June 2019
  • Updated: 03 June 2019, 04:47 PM IST

Sports

Latest News

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଡ଼ୁଆ ବଢ଼ିଛି। ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ କମଲନାଥ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସିବିଆଇ ଆକ୍ସନ ମୋଡକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସିବିଆଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସିବିଆଇ ନିର୍ବାଚନ କମିଶନଙ୍କ ଦସ୍ତାବିଜ୍‌ ଓ ଆୟକର ବିଭାଗର ରିପୋର୍ଟକୁ ଏବେ ତର୍ଜମା କରୁଛି। ଏଥିସହ କମଲନାଥଙ୍କ ବିରୋଧରେ ଆସିଥିବା ଅଭିଯୋଗ ପତ୍ର ମଧ୍ୟ ସିବିଆଇର ହସ୍ତଗତ ହୋଇଛି।

ଅଭିଯୋଗ ଅନୁଯାୟୀ, ମଧ୍ୟପ୍ରଦେଶ ସରକାରଙ୍କ ବିଭିନ୍ନ ବିଭାଗରୁ ବେଆଇନ୍‌ ଭାବେ ଅର୍ଥ ସଂଗ୍ରହ ହୋଇଥିଲା। ଏହି ଅର୍ଥକୁ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ ହୋଇଥିଲା। କେବଳ ମଧ୍ୟପ୍ରଦେଶର କଂଗ୍ରେସ ପ୍ରାର୍ଥୀ ନୁହନ୍ତି, ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ମଧ୍ୟ ଟଙ୍କା ଯାଇଛି। ଏହି ଅର୍ଥ ଗୁଡ଼ିକ ଶେଲ କମ୍ପାନୀ ଓ ହାୱାଲା ରାକେଟ ଜରିଆରେ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ହୋଇଛି। ଏପ୍ରିଲ ମାସରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶର ପ୍ରାୟ ୫୦ଟି ସ୍ଥାନରେ ଚଢ଼ଉ କରିଥିଲେ। ଏପରି କି ଚଢ଼ଉ ବେଳେ ଆୟକର ବିଭାଗ କମଲନାଥଙ୍କ ଜଣେ ବିଶ୍ୱସ୍ତ ସହଯୋଗୀଙ୍କ ଘରେ ମଧ୍ୟ ଛାନଭିନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story