ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ନୂଆଦିଲ୍ଲୀ: ଟିଆରପି ସ୍କାମକୁ ନେଇ ଉତ୍ତର ପ୍ରଦେଶରେ ଦାଏର ହୋଇଥିବା ଅଭିଯୋଗ ଆଧାରରେ ଆଜି ସିବିଆଇ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍‌ ପ୍ରଥମେ ଟିଆରପି ସ୍କାମର ତଦନ୍ତ ଆରମ୍ଭ କରିଥିଲେ। ଏହି ସ୍କାମରେ ରିପବ୍ଲିକ ଟିଭି ଓ ଅନ୍ୟ ଦୁଇ ଚ୍ୟାନେଲ ସାମିଲ ଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୁଲିସ୍‌ର ତଦନ୍ତ ଜାରି ରହିଥିବା ବେଳେ ୟୁପିରେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ସିବିଆଇ ମାମଲା ରୁଜୁ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟିଆରପି ସ୍କାମରେ […]

g

g

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 09:37 PM IST

Sports

Latest News

ନୂଆଦିଲ୍ଲୀ: ଟିଆରପି ସ୍କାମକୁ ନେଇ ଉତ୍ତର ପ୍ରଦେଶରେ ଦାଏର ହୋଇଥିବା ଅଭିଯୋଗ ଆଧାରରେ ଆଜି ସିବିଆଇ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍‌ ପ୍ରଥମେ ଟିଆରପି ସ୍କାମର ତଦନ୍ତ ଆରମ୍ଭ କରିଥିଲେ। ଏହି ସ୍କାମରେ ରିପବ୍ଲିକ ଟିଭି ଓ ଅନ୍ୟ ଦୁଇ ଚ୍ୟାନେଲ ସାମିଲ ଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୁଲିସ୍‌ର ତଦନ୍ତ ଜାରି ରହିଥିବା ବେଳେ ୟୁପିରେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ସିବିଆଇ ମାମଲା ରୁଜୁ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଟିଆରପି ସ୍କାମରେ ରିପବ୍ଲିକ ଟିଭିର ନାଁ ରହିଥିବାରୁ ସଂସ୍ଥା ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଏପରି କି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିପବ୍ଲିକ ଟିଭି ମୁମ୍ବାଇ ପୁଲିସ୍‌ ଉପରେ ପ୍ରଶ୍ନ ଉଠାଇଥିବାରୁ ଉକ୍ତ ସଂସ୍ଥାକୁ ଫସାଇ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏସବୁ ଭିତରେ ହଠାତ୍‌ ସିବିଆଇ ମାମଲା ରୁଜୁ କରିଛି।

ରବିବାର ବିଜେପି ଶାସିତ ଉତ୍ତର ପ୍ରଦେଶରେ ଗୋଲଡେନ ରାବିଟ କମ୍ୟୁନିକେସନ ଲକ୍ଷ୍ନୌ ପୁଲିସ୍‌ ନିକଟରେ ଟିଆରପି ସ୍କାମ ସମ୍ପର୍କରେ ଏଫଆଇଆର ଦେଇଥିଲା। ଏହାପରେ ଯୋଗୀ ଆଦିତ୍ୟନାଥ ସରକାର ଏହାର ସିବିଆଇ ତଦନ୍ତର ସୁପାରିସ କରିଥିଲେ। ସୁପାରିସ୍‌ର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇ ମାମଲା ରୁଜୁ କରିବା ପରେ ଲକ୍ଷ୍ନୌ ଅଭିମୁଖେ ବାହାରିଛି। ଏଠାରୁ ସିବିଆଇ ଟିମ୍‌ ଟିଆରପି ସ୍କାମ ସମ୍ପର୍କିତ ଦସ୍ତାବିଜ ସଂଗ୍ରହ କରିବ। ସିବିଆଇ ପକ୍ଷରୁ କିଛି ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ପ୍ରଥମେ ମୁମ୍ବାଇ ପୁଲିସ୍ ତଦନ୍ତ‌ କରୁଥିଲା। ଏହାପରେ ବିହାର ସରକାର ଏହାର ସିବିଆଇ ତଦନ୍ତ ସୁପାରିସ କରିଥିଲେ। ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏବେ ଟିଆରପି ସ୍କାମରେ ବି ମୁମ୍ବାଇ ପୁଲିସ୍‌ ତଦନ୍ତ କରୁଛି। ହେଲେ ବିଜେପି ଶାସିତ ଉତ୍ତର ପ୍ରଦେଶ ସରକାରଙ୍କ ଜରିଆରେ ସିବିଆଇ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story