ହାଥରସ ଘଟଣାର ତଦନ୍ତ ଦାୟିତ୍ୱ ହାତକୁ ନେଲା ସିବିଆଇ

ହାଥରସ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। କିଛି ଦିନ ତଳେ ଉତ୍ତର ପ୍ରଦେଶ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ସିବିଆଇ ତଦନ୍ତ ସୁପାରିସ ପରେ ମଧ୍ୟ ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଏସଆଇଟି କରୁଥିଲା। ହେଲେ ଆଜିଠାରୁ ସିବିଆଇ ଘଟଣାକୁ ଟେକ ଓଭର୍‌ କରିଛି। ଶନିବାର ସିବିଆଇ ଘଟଣାର ତଦନ୍ତ ଭାର ଗ୍ରହଣ […]

yu

yu

Hemant Lenka
  • Published: Saturday, 10 October 2020
  • Updated: 10 October 2020, 09:59 PM IST

Sports

Latest News

ହାଥରସ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। କିଛି ଦିନ ତଳେ ଉତ୍ତର ପ୍ରଦେଶ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ସିବିଆଇ ତଦନ୍ତ ସୁପାରିସ ପରେ ମଧ୍ୟ ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଏସଆଇଟି କରୁଥିଲା। ହେଲେ ଆଜିଠାରୁ ସିବିଆଇ ଘଟଣାକୁ ଟେକ ଓଭର୍‌ କରିଛି।

ଶନିବାର ସିବିଆଇ ଘଟଣାର ତଦନ୍ତ ଭାର ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ କରାଯାଇଛି। ଆସନ୍ତାକାଲି କିମ୍ବା ସୋମବାର ସିବିଆଇର ଟିମ୍‌ ହାଥରସରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିବ। ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଯୁବତୀଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୨୮ରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ବିବାଦ ହେବାରୁ ଅକ୍ଟୋବର ୩ରେ ଯୋଗୀ ସରକାର ସିବିଆଇ ତଦନ୍ତର ସୁପାରିସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story