କୋଲ୍‌ ସ୍କାମ: ୩ ରାଜ୍ୟର ୪୦ଟି ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ଘଟଣାରେ ଆଜି ସିବିଆଇ ୩ଟି ରାଜ୍ୟର ୪୦ଟି ସ୍ଥାନରେ ଏକକାଳୀନ ମାରାଥନ ରେଡ୍‌ କରିଛି। ଏହି ୪୦ଟି ସ୍ଥାନ ମଧ୍ୟରୁ କେବଳ ପଶ୍ଚିମବଙ୍ଗର ୨୫ଟି ଠିକଣା ରହିଛି। ପଶ୍ଚିମବଙ୍ଗର ଅନୁପ ମାଝୀ ଏହି କୋଇଲା ଦୁର୍ନୀତିର କିଙ୍ଗପିନ୍‌ ବୋଲି କୁହାଯାଉଛି। ଏଥିପାଇଁ ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଅନୁପ ମାଝୀଙ୍କ ଘର ଓ ଅଫିସ ସମେତ ତାଙ୍କ ସହଯୋଗୀମାନଙ୍କ ଠିକଣାରେ ରେଡ୍‌ ଚାଲିଛି। ପଶ୍ଚିମବଙ୍ଗ ବ୍ୟତୀତ ଆଜି ସିବିଆଇ ବିହାର ଓ ଝାରଖଣ୍ଡରେ ମଧ୍ୟ […]

kj

kj

Hemant Lenka
  • Published: Saturday, 28 November 2020
  • Updated: 28 November 2020, 12:58 PM IST

Sports

Latest News

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ଘଟଣାରେ ଆଜି ସିବିଆଇ ୩ଟି ରାଜ୍ୟର ୪୦ଟି ସ୍ଥାନରେ ଏକକାଳୀନ ମାରାଥନ ରେଡ୍‌ କରିଛି। ଏହି ୪୦ଟି ସ୍ଥାନ ମଧ୍ୟରୁ କେବଳ ପଶ୍ଚିମବଙ୍ଗର ୨୫ଟି ଠିକଣା ରହିଛି।

ପଶ୍ଚିମବଙ୍ଗର ଅନୁପ ମାଝୀ ଏହି କୋଇଲା ଦୁର୍ନୀତିର କିଙ୍ଗପିନ୍‌ ବୋଲି କୁହାଯାଉଛି। ଏଥିପାଇଁ ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଅନୁପ ମାଝୀଙ୍କ ଘର ଓ ଅଫିସ ସମେତ ତାଙ୍କ ସହଯୋଗୀମାନଙ୍କ ଠିକଣାରେ ରେଡ୍‌ ଚାଲିଛି। ପଶ୍ଚିମବଙ୍ଗ ବ୍ୟତୀତ ଆଜି ସିବିଆଇ ବିହାର ଓ ଝାରଖଣ୍ଡରେ ମଧ୍ୟ ଚଢ଼ଉ କରିଛି।

ପଶ୍ଚିମବଙ୍ଗର ଆସନସୋଲ ସମେତ ଦୁର୍ଗାପୁର, ବୃନ୍ଦାବନରେ ଥିବା ରାଣୀଗଞ୍ଜ ଓ ଉତ୍ତର ୨୪ ପ୍ରଗଣାରେ ଥିବା ବିଷ୍ଣୁପୁରରେ ମଧ୍ୟ ରେଡ୍‌ କରାଯାଇଥିଲା। ମାଝୀ ଓରଫ ଲାଲା ବେଙ୍ଗଲ-ଝାରଖଣ୍ଡ ସୀମାରେ ଓପନ କାଷ୍ଟ କୋଲ ମାଇନ୍ସ ଚଳାଉଥିବା ଅଭିଯୋଗ ହୋଇଛି।

ଏହାପୂର୍ବରୁ ଆୟକର ବିଭାଗ ମଧ୍ୟ ଲାଲାଙ୍କ ଘଟଣାରେ ତଦନ୍ତ କରି ତାଙ୍କୁ ନୋଟିସ କରିଥିଲା। ସୂତ୍ର ଅନୁସାରେ, କୋଇଲା ଦୁର୍ନୀତି ଯୋଗୁ ଉପାର୍ଜିତ ଟଙ୍କା କିଛି ରାଜନୀତିକ ଦଳ ପାଖକୁ ଯାଉଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story