ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ରେଜଲ୍ଟ: ୫୯.୪୩% ଶିକ୍ଷାର୍ଥୀ ପାସ୍‌

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ୫୯.୪୩% ଶିକ୍ଷାର୍ଥୀ ଏହି ପରୀକ୍ଷାରେ ପାସ୍‌ କରିଛନ୍ତି। ସିବିଏସଇ କମ୍ପେର୍ଟମେଣ୍ଟ ପରୀକ୍ଷା ସେପ୍ଟେମ୍ବର ୨୨ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିଲା। ୮୭,୮୪୯ ଜଣ ଶିକ୍ଷାର୍ଥୀ ଚଳିତ ବର୍ଷ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୫୯.୪୩% ପିଲା ପରୀକ୍ଷାରେ ପାସ୍‌ କରିଛନ୍ତି। ପାସ୍‌ […]

cb

cb

Hemant Lenka
  • Published: Friday, 09 October 2020
  • Updated: 09 October 2020, 06:10 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ୫୯.୪୩% ଶିକ୍ଷାର୍ଥୀ ଏହି ପରୀକ୍ଷାରେ ପାସ୍‌ କରିଛନ୍ତି। ସିବିଏସଇ କମ୍ପେର୍ଟମେଣ୍ଟ ପରୀକ୍ଷା ସେପ୍ଟେମ୍ବର ୨୨ରୁ ୩୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୦୨୬୮ଟି ସ୍କୁଲର ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏଥିପାଇଁ ୧୨୩୯ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିଲା।

୮୭,୮୪୯ ଜଣ ଶିକ୍ଷାର୍ଥୀ ଚଳିତ ବର୍ଷ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୫୯.୪୩% ପିଲା ପରୀକ୍ଷାରେ ପାସ୍‌ କରିଛନ୍ତି। ପାସ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୨୨୧୧ ରହିଛି। ପାସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଡିଜିଲକର ମାଧ୍ୟମରେ ମାର୍କଶିଟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story