ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, କେଉଁ ଅଞ୍ଚଳରେ କେତେ ପାସ୍‌

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮% ରହିଛି। ଗତବର୍ଷ ପାସ ହାର ୮୩.୪୦% ରହିଥିଲା। ଅର୍ଥାତ ୨୦୨୦ ବର୍ଷରେ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି। ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯% […]

cs

cs

Hemant Lenka
  • Published: Monday, 13 July 2020
  • Updated: 13 July 2020, 01:19 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ।

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮% ରହିଛି। ଗତବର୍ଷ ପାସ ହାର ୮୩.୪୦% ରହିଥିଲା। ଅର୍ଥାତ ୨୦୨୦ ବର୍ଷରେ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି।

ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୨.୧୫% ରହିଛି। ତୃତୀୟ ଲିଙ୍ଗଙ୍କ ପାସ ହାର ୬୬.୬୭% ରହିଛି।

ଫଳ ସୂଚାନ ଅନୁଯାୟୀ ଭୁବନେଶ୍ୱର ରିଜିଓନରେ ପାସ୍‌ ହାର ୯୧.୪୬% ରହିଛି। ତ୍ରିଭେନ୍ଦ୍ରମ ରିଜିଓନରେ ସର୍ବାଧିକ ୯୭.୬୭% ରେଜଲ୍ଟ ହୋଇଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦%, କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨% ଓ ଘରୋଇ ବିଦ୍ୟାଳୟର ୮୮.୨୨% ପିଲା ପାସ୍‌ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, “ପ୍ରିୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ସିବିଏସଇ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ସମସ୍ତେ cbseresults.nic.inରେ ନିଜର ରେଜଲ୍ଟ ଜାଣି ପାରିବେ। ରେଜଲ୍ଟ ପ୍ରକାଶ କରିବା ପ୍ରକ୍ରିୟାରେ ଲାଗିଥିବା ସମସ୍ତ ସଦସ୍ୟଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story