ଜୁଲାଇ ୧ରୁ ସିବିଏସଇ ପରୀକ୍ଷା, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ଲକଡାଉନ ପାଇଁ ବାକି ରହିଥିବା ସିବିଏସଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧ରୁ ସର୍ବଭାରତୀୟ ସ୍ତରରେ ହୋମ ସାଇନ୍ସ ପରୀକ୍ଷା ହେବ। ୧୦.୩୦ରୁ ୧.୩୦ ଯାଏ ପରୀକ୍ଷା ଚାଲିବ। ସେହିପରି ଜୁଲାଇ ୨ରେ ହିନ୍ଦୀ ଇଲେକଟିଭ ଓ ହିନ୍ଦୀ କୋର ବିଷୟର ପରୀକ୍ଷା ହେବ। ଜୁଲାଇ ୩ରେ କେବଳ ନର୍ଥ ଇଷ୍ଟ ଦିଲ୍ଲୀର ପିଲାମାନେ ପିଜିକ୍ସ,୪ ତାରିଖରେ ଆକାଉଣ୍ଟାନ୍ସ ଓ ୬ ତାରିଖରେ କେମେଷ୍ଟ୍ରୀ ପରୀକ୍ଷା ଦେବେ। […]

g

g

Hemant Lenka
  • Published: Monday, 18 May 2020
  • Updated: 18 May 2020, 02:12 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ପାଇଁ ବାକି ରହିଥିବା ସିବିଏସଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ଜୁଲାଇ ୧ରୁ ସର୍ବଭାରତୀୟ ସ୍ତରରେ ହୋମ ସାଇନ୍ସ ପରୀକ୍ଷା ହେବ। ୧୦.୩୦ରୁ ୧.୩୦ ଯାଏ ପରୀକ୍ଷା ଚାଲିବ। ସେହିପରି ଜୁଲାଇ ୨ରେ ହିନ୍ଦୀ ଇଲେକଟିଭ ଓ ହିନ୍ଦୀ କୋର ବିଷୟର ପରୀକ୍ଷା ହେବ।

ଜୁଲାଇ ୩ରେ କେବଳ ନର୍ଥ ଇଷ୍ଟ ଦିଲ୍ଲୀର ପିଲାମାନେ ପିଜିକ୍ସ,୪ ତାରିଖରେ ଆକାଉଣ୍ଟାନ୍ସ ଓ ୬ ତାରିଖରେ କେମେଷ୍ଟ୍ରୀ ପରୀକ୍ଷା ଦେବେ।

ଜୁଲାଇ ୭ରେ ସର୍ବଭାରତୀୟ ସ୍ତରରେ କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ପ୍ରାଟିସ(ନ୍ୟୁ), ଇନରଫେସନ ପ୍ରାଟିସ(ଓଲଡ) ଓ ଇନଫରମେସନ ଟେକନିକ ପରୀକ୍ଷା ଅନୁଷ୍ଠିତ ହେବ।

ଜୁଲାଇ ୮ରେ କେବଳ ନର୍ଥ ଇଷ୍ଟ ଦିଲ୍ଲୀରେ ଇଂରାଜୀ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଛି। ଜୁଲାଇ ୯ରେ ସର୍ବଭାରତୀୟ ସ୍ତରରେ ଦ୍ୱାଦଶ ଶ୍ରେଣୀର ବିଜନେସ ଷ୍ଟଡି, ୧୦ ତାରିଖରେ ବାଓଟେକ୍ନୋଲଜି, ୧୧ ତାରିଖରେ ଭୂଗୋଳ ଓ ୧୩ ତାରିଖରେ ସୋସିଓଲୋଜି ପରୀକ୍ଷା ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି।

ତେବେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ,

୧-ପରୀକ୍ଷାର୍ଥୀମାନେ ନିଜର ସାଇନିଟାଇଜର ଆଣିବେ।

୨-ଛାତ୍ରଛାତ୍ରୀମାନେ ମୁହଁ, ନାକ ଓ ପାଟିକୁ ଘୋଡ଼ାଇ ରଖିବା ପାଇଁ ମାସ୍କ ବ୍ୟବହାର କରିବେ।

୩-ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବେ।

୪-ଅଭିଭାବକମାନେ ପିଲାମାନଙ୍କୁ କରୋନା ସଂକ୍ରମଣ ରୋକିବାକୁ ସତର୍କ କରାଇବେ।

୫-ପିଲାମାନେ ସୁସ୍ଥ ଅଛନ୍ତି କି ନାହିଁ, ସେ ବିଷୟରେ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ।

୬-ସମସ୍ତ ଗାଇଡଲାଇନ ଲାଗୁ କରିବାକୁ ପରୀକ୍ଷାକେନ୍ଦ୍ରର ଅଧିକାରୀମାନେ ବାଧ୍ୟ।

୭-ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡରେ ଲେଖାଯାଇଥିବା ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ।

୮-ପିଲାମାନଙ୍କୁ ୧୦ରୁ ୧୦.୧୫ ମଧ୍ୟରେ ପରୀକ୍ଷା ଖାତା ଦିଆଯିବ।

୯-ପ୍ରଶ୍ନପତ୍ର ୧୦.୧୫ରୁ ଦିଆଯିବ ଓ ୧୦.୩୦ରୁ ପରୀକ୍ଷା ଆରମ୍ଭ ହେବ।

୧୦-ପିଲାମାନେ ନିଜ ସାଙ୍ଗରେ ସ୍ୱଚ୍ଛ ପାଣି ଆଣିବେ।

ଅନ୍ୟପକ୍ଷରେ ନର୍ଥ ଇଷ୍ଟରେ ବାକି ଥିବା ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ ଓ ଏହା ୧୫ ଜୁଲାଇରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story