୪୭ ହଜାର କୋଟିରେ ୮୩ଟି ସ୍ୱଦେଶୀ ତେଜସ୍‌ କିଣିବାକୁ ଡିଲ୍‌ ଫାଇନାଲ

ନୂଆଦିଲ୍ଲୀ: ଅଧିକ ସଶକ୍ତ ହେବ ଭାରତର ପ୍ରତିରକ୍ଷା କ୍ଷେତ୍ର। କାରଣ ଶତ୍ରୁ ପକ୍ଷକୁ ମାତ୍‌ ଦେବାକୁ ଆସୁଛି ଯୁଦ୍ଧ ବିମାନ ତେଜସ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୮୩ଟି ଯୁଦ୍ଧ ବିମାନ କିଣିବାକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ(ସିସିଏସ୍) ଅନୁମୋଦନ ଦେଇଛି। ଏଥିପାଇଁ ୪୬,୮୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ୮୩ଟି ବିମାନ ମଧ୍ୟରୁ ୭୩ଟି ତେଜସ ଫାଇଟର ଜେଟ ହୋଇଥିବା ବେଳେ ଆଉ ୧୦ଟି ଟ୍ରେନର ବିମାନ। ଏତେ ସଂଖ୍ୟକ ବିମାନ ନିର୍ମାଣ କରିବା ପାଇଁ […]

dr

dr

Hemant Lenka
  • Published: Thursday, 14 January 2021
  • Updated: 14 January 2021, 08:41 AM IST

Sports

Latest News

ନୂଆଦିଲ୍ଲୀ: ଅଧିକ ସଶକ୍ତ ହେବ ଭାରତର ପ୍ରତିରକ୍ଷା କ୍ଷେତ୍ର। କାରଣ ଶତ୍ରୁ ପକ୍ଷକୁ ମାତ୍‌ ଦେବାକୁ ଆସୁଛି ଯୁଦ୍ଧ ବିମାନ ତେଜସ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୮୩ଟି ଯୁଦ୍ଧ ବିମାନ କିଣିବାକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ(ସିସିଏସ୍) ଅନୁମୋଦନ ଦେଇଛି।

ଏଥିପାଇଁ ୪୬,୮୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ୮୩ଟି ବିମାନ ମଧ୍ୟରୁ ୭୩ଟି ତେଜସ ଫାଇଟର ଜେଟ ହୋଇଥିବା ବେଳେ ଆଉ ୧୦ଟି ଟ୍ରେନର ବିମାନ। ଏତେ ସଂଖ୍ୟକ ବିମାନ ନିର୍ମାଣ କରିବା ପାଇଁ ଏଚଏଏଲ ୫୦୦ଟି ବଡ଼ ଓ ଛୋଟ କମ୍ପାନୀ ସହ ମିଶି କାମ କରୁଛି।

ଏହି ବିମାନ ଗୁଡ଼ିକ ମଧ୍ୟରେ ଥିବା ସିଙ୍ଗଲ ଇଞ୍ଜିନ ତେଜସ ମାର୍କ-୧ଏକୁ ୩ ବର୍ଷ ମଧ୍ୟରେ ଏଚଏଏଲ ବାୟୁସେନାକୁ ଦେବ। ସେହିପରି ସମସ୍ତ ୮୩ଟି ଯାକ ବିମାନ ୨୦୨୪ରୁ ୨୦୨୮ ଡିସେମ୍ବର ମଧ୍ୟରେ ବାୟୁସେନା ପାଇବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଏହା ମଧ୍ୟରେ ୧୦ଟି ମାର୍କ-୧ ଟ୍ରେନର ବିମାନ ମଧ୍ୟ ରହିଛି।

ଦେଶୀ ତେଜସ ମାର୍କ-୧ଏ ବିମାନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ସହ  ୫୦% ବିଦେଶୀ ଯନ୍ତ୍ରାଂଶ ରହିଛି। ତେବେ ୮୩ଟି ତେଜସ ନିର୍ମାଣ ବେଳେ ସ୍ୱଦେଶୀ ଯନ୍ତ୍ରାଂଶ ୬୦% ବ୍ୟବହାର କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story