କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ସ୍ମୃତି ହଟିଲେ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡରଳ ଅଦଳବଦଳ। ଆସନ୍ତାକାଲି କର୍ଣ୍ଣାଟକ ବିଧାନ ସଭା ଫଳାଫଳ ପ୍ରକାଶ ପାଇବାକୁ ଥିବା ବେବଳେ ତା ପୂର୍ବରୁ ଏହି ପରିବର୍ତ୍ତନ କରାଯାଇଛି।କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଅରୁଣ ଜେଟଲୀ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ ପୀୟୂଷ। ସେହିପରି ସ୍ମୃତି ଇରାନୀଙ୍କ ଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରିନିଆଯାଇଛି। ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ସୂଚନା ପ୍ରସାରଣ ବିଭାଗ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଉକ୍ତ […]

modi-irani_040318094718

modi-irani_040318094718

Rakesh Mallick
  • Published: Monday, 14 May 2018
  • Updated: 14 May 2018, 09:48 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡରଳ ଅଦଳବଦଳ। ଆସନ୍ତାକାଲି କର୍ଣ୍ଣାଟକ ବିଧାନ ସଭା ଫଳାଫଳ ପ୍ରକାଶ ପାଇବାକୁ ଥିବା ବେବଳେ ତା ପୂର୍ବରୁ ଏହି ପରିବର୍ତ୍ତନ କରାଯାଇଛି।କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟେଲଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଅରୁଣ ଜେଟଲୀ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ ପୀୟୂଷ। ସେହିପରି ସ୍ମୃତି ଇରାନୀଙ୍କ ଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରିନିଆଯାଇଛି। ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ସୂଚନା ପ୍ରସାରଣ ବିଭାଗ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ଉକ୍ତ ବିଭାଗରେ ରାଷ୍ଟ୍ର (ଡେପୁଟି)ମନ୍ତ୍ରୀ ଥିଲେ। ସ୍ମୃତି ଇରାନୀ କେବଳ ବୟନ ଶିଳ୍ପ ମନ୍ତ୍ରାଳୟ ସମ୍ଭାଳିବେ। ମୋଦି ସରକାରଙ୍କ କାର୍ଯ୍ୟକାଳ ପୂରଣ ପାଇଁ ଆଉ ଗୋଟିଏ ବର୍ଷ ବାକି ରହିଛି। ତା’ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନିଷ୍ପତି ନିର୍ବାଚନ ଲାଗି ଖୁବ୍‌ ଗରୁତ୍ୱପୂର୍ଣ୍ଣ ବହନ କରୁଛି। ଆଗାମୀ ନିର୍ବାଚନ ପ୍ରସ୍ତୁତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ମୋଦିଙ୍କ ଇଏ ଆଉ ଏକ ରଣନୀତି କୁହାଯାଉଛି।

ଗତ କିଛି ଦିନ ତଳେ ବିବାଦଘେରକୁ ଆସିଥିଲେ ସ୍ମୃତି। ମିଥ୍ୟା ଖବର ସମ୍ପର୍କିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ  ନେଇ ସମାଲୋଚିତ ହୋଇଥିଲେ ସ୍ମୃତି। ମିଛ ଖବର ପ୍ରକାଶ କଲେ ସାମ୍ବାଦିକମାନେ ସ୍ୱିକୃତୀ ହରାଇବ ବୋଲି ଗାଇଡଲାଇନ୍‌ରେ ପ୍ରକାଶ ପାଇଥିଲା। ତେବେ ପରବର୍ତ୍ତି ସମୟରେ ପିଏମଓ ହସ୍ତକ୍ଷେପ ପରେ ଏହାକୁ ହଟାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story