କରୋନା ମୁକାବିଲା ପାଇଁ କେନ୍ଦ୍ର ପ୍ରସ୍ତୁତ, ଆତଙ୍କିତ ନ ହେବାକୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ମଧ୍ୟ ଏହି ଭାଇରସ କିଛି ଲୋକଙ୍କ ଦେହରେ ଚିହ୍ନଟ ହୋଇଛି। ତେଣୁ ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଲୋକଙ୍କୁ ଆତଙ୍କିତ […]

re

re

Hemant Lenka
  • Published: Thursday, 13 February 2020
  • Updated: 13 February 2020, 05:24 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।

ଭାରତରେ ମଧ୍ୟ ଏହି ଭାଇରସ କିଛି ଲୋକଙ୍କ ଦେହରେ ଚିହ୍ନଟ ହୋଇଛି। ତେଣୁ ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ମଧ୍ୟ କହିଛନ୍ତି।

ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି, “କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀ କାଳୀନ ସ୍ଥିତି ଘୋଷଣା କରିଛି। ହେଲେ ଏହାପୂର୍ବରୁ ଅର୍ଥାତ ଜାନୁଆରୀ ୧୭ରୁ ଭାରତ ସରକାର କରୋନାର ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଥିଲେ। କେନ୍ଦ୍ର ଓ ଦେଶର ବିଭିନ୍ନ ରାଜ୍ୟର ସରକାରମାନେ ସମନ୍ୱୟ ରକ୍ଷା କରି ଏହାର ମୁକାବିଲା କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି।

ସ୍ୱତନ୍ତ୍ର ୱାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ଔଷଧପତ୍ର ଓ ସରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ସେବେଠାରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଆମେ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଇଛୁ। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିତିର ସମୀକ୍ଷା କରୁଛନ୍ତି।

ଭାରତକୁ ଭାଇରସ କେମିତି ନ ଆସିବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଚାଇନା, ହଂକଂ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା ଲୋକଙ୍କୁ ଦେଶର ୨୧ଟି ଏୟାରପୋର୍ଟରେ ସ୍କ୍ରିନିଂ କରାଯାଉଛି।

ଏଯାଏ ୨.୫୧ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇ ସାରିଲାଣି। ୧୭୬୫ଟି ନମୁନାରୁ କେବଳ ୩ଟି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story