ଜଷ୍ଟିସ କେଏମ୍ ଜୋସେଫଙ୍କୁ ନେଇ ଏମିତି ଚିଠି ଲେଖିଲେ ଜଷ୍ଟିସ ଚେଲମେଶ୍ୱର

ନୂଆଦିଲ୍ଲୀ: ଜଷ୍ଟିସ କେଏମ୍ ଜୋସେଫଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମେଶ୍ୱର।  ଖୁବ ଶୀଘ୍ର କଲେଜିୟମ ବୈଠକ ହେବା ଉଚିତ ଓ ଜଷ୍ଟିସ କେଏମ୍ ଜୋସେଫଙ୍କୁ ପଦୋନ୍ନତି ଦେଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାର ଆଭିମୁଖ୍ୟରେ କଲେଜିୟମ ଅଟଳ ରହିବା ଉଚିତ ବୋଲି ଚିଠିରେ ଲେଖିଛନ୍ତି ଜଷ୍ଟିସ ଚେଲମେଶ୍ୱର।   ଆଗରୁ ଥରେ କଲେଜିୟମର ସୁପାରିଶକୁ କେନ୍ଦ୍ର ସରକାର ଫେରାଇ ଦେଇ ଏହାର ପୁନର୍ବିଚାର […]

v-999

v-999

Rakesh Mallick
  • Published: Friday, 11 May 2018
  • Updated: 11 May 2018, 06:07 AM IST

Sports

Latest News

ନୂଆଦିଲ୍ଲୀ: ଜଷ୍ଟିସ କେଏମ୍ ଜୋସେଫଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମେଶ୍ୱର।  ଖୁବ ଶୀଘ୍ର କଲେଜିୟମ ବୈଠକ ହେବା ଉଚିତ ଓ ଜଷ୍ଟିସ କେଏମ୍ ଜୋସେଫଙ୍କୁ ପଦୋନ୍ନତି ଦେଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାର ଆଭିମୁଖ୍ୟରେ କଲେଜିୟମ ଅଟଳ ରହିବା ଉଚିତ ବୋଲି ଚିଠିରେ ଲେଖିଛନ୍ତି ଜଷ୍ଟିସ ଚେଲମେଶ୍ୱର।   ଆଗରୁ ଥରେ କଲେଜିୟମର ସୁପାରିଶକୁ କେନ୍ଦ୍ର ସରକାର ଫେରାଇ ଦେଇ ଏହାର ପୁନର୍ବିଚାର କରିବାକୁ କହିଥିଲେ।

ଏ ସଂପର୍କରେ ଗତ ଦୁଇ ତାରିଖରେ କଲେଜିଅମର ବୈଠକ ବସିଥିଲା।   କିନ୍ତୁ କୌଣସି ନିଷ୍ପତ୍ତି ହୋଇ ନ ଥିଲା।   ପରବର୍ତ୍ତୀ କଲେଜିୟମ ବୈଠକ କେବେ ବସିବ, ତାହା ମଧ୍ୟ ଏଯାଏ ସ୍ଥିର ହୋଇନାହିଁ ।

ଯଦି ଜଷ୍ଟିସ ଜୋସେଫଙ୍କ ନାଁ ପୁଣି ଥରେ ସୁପାରିଶ କରାଯାଏ, ତେବେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାର ବାଧ୍ୟ ହେବେ।   ଗତକାଲି ମଧ୍ୟ କଲେଜିୟମର ୩ ସଦସ୍ୟ ଜଷ୍ଟିସ ଦୀପକ ମିଶ୍ରଙ୍କୁ ଭେଟିଥିବା ଜଣାପଡ଼ିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story