ଅକ୍ସଫୋର୍ଡ ଡିକ୍ସନାରୀରେ ସାମିଲ ହେଲା ଚଣା ଓ ଚଣା ଡାଲି

ନୂଆଦିଲ୍ଲୀ: ଚଣା ଓ ଚଣା ଡାଲି ଆମ ଦେଶର ଏକ ପ୍ରମୁଖ ଖାଦ୍ୟ। ତେବେ ଏହି ଦୁଇଟି ଖାଦ୍ୟର ନାଁ ଏବେ ଅକ୍ସଫୋର୍ଡ ଇଂରାଜୀ ଡିକ୍ସନାରୀରେ ସ୍ଥାନିତ ହୋଇଛି। ଆପଣ ଏବେ ଇଂରାଜୀରେ ଲେଖାଲେଖି କଲା ବେଳେ ଚନା (chana) ଓ ଚନା ଡାଲ୍‌ (chana dal) ବୋଲି ଲେଖି ପାରିବେ। ଏହା ଭୁଲ୍ ହେବ ନାହିଁ। ଚଣାକୁ ଆମେ ଇଂରାଜୀରେ ଚିକ୍‌ପିଜ୍‌ (cheakpeas) ଓ ଚଣା ଡାଲିକୁ ସ୍ପ୍ଲିଟ୍ ଚିକ୍‌ପି ଲେଣ୍ଟିଲ୍‌ସ (split chickpea lentils) […]

chana

chana

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 09:25 AM IST

Sports

Latest News

ନୂଆଦିଲ୍ଲୀ: ଚଣା ଓ ଚଣା ଡାଲି ଆମ ଦେଶର ଏକ ପ୍ରମୁଖ ଖାଦ୍ୟ। ତେବେ ଏହି ଦୁଇଟି ଖାଦ୍ୟର ନାଁ ଏବେ ଅକ୍ସଫୋର୍ଡ ଇଂରାଜୀ ଡିକ୍ସନାରୀରେ ସ୍ଥାନିତ ହୋଇଛି। ଆପଣ ଏବେ ଇଂରାଜୀରେ ଲେଖାଲେଖି କଲା ବେଳେ ଚନା (chana) ଓ ଚନା ଡାଲ୍‌ (chana dal) ବୋଲି ଲେଖି ପାରିବେ। ଏହା ଭୁଲ୍ ହେବ ନାହିଁ।

ଚଣାକୁ ଆମେ ଇଂରାଜୀରେ ଚିକ୍‌ପିଜ୍‌ (cheakpeas) ଓ ଚଣା ଡାଲିକୁ ସ୍ପ୍ଲିଟ୍ ଚିକ୍‌ପି ଲେଣ୍ଟିଲ୍‌ସ (split chickpea lentils) କହୁଥିଲୁ। ଏବେ କିନ୍ତୁ ଇଂରାଜୀରେ କହିବା ଓ ଲେଖିବା ବେଳେ ଆମେ ଏହାକୁ ଚନା ଓ ଚନା ଡାଲ୍ ଭାବେ ବ୍ୟବହାର କରି ପାରିବା।

ସୂଚନାଯୋଗ୍ୟ, ବ୍ୟାପକ ଭାବେ ବ୍ୟବହୃତ ଅନ୍ୟ ଭାଷାଭାଷୀ ଶବ୍ଦ ଗୁଡ଼ିକୁ ଅକ୍ସଫୋର୍ଡ ଇଂରାଜୀ ଡିକ୍ସନାରୀ ଆପଣାଇଥାଏ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos