‘ଆମେ ଦୁଇ, ଆମର ଦୁଇ’ ସ୍ଲୋଗାନକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫୁ’

ହାଇଦ୍ରାବାଦ: କେନ୍ଦ୍ର ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ସରକାରମାନେ ଲୋକଙ୍କୁ ପରିବାର ନିୟନ୍ତ୍ରଣ କରିବାକୁ ପରାମର୍ଶ ସହ ‘ଆମେ ଦୁଇ, ଆମର ଦୁଇ’ ସ୍ଲୋଗାନକୁ ପାଳନ କରିବାକୁ ଆହ୍ୱାନ ଦେଉଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କିନ୍ତୁ ‘ଆମେ ଦୁଇ, ଆମର ଦୁଇ’ ନାରାକୁ ନ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆପଣମାନେ ଯେତେ ଚାହୁଁଛନ୍ତି ପିଲା ଜନ୍ମ କରନ୍ତୁ। ପାରିବାରିକ ବ୍ୟବସ୍ଥାକୁ ସୁରକ୍ଷା ଦେବାକୁ ହେଲେ, ଅଧିକରୁ ଅଧିକ […]

t

t

Hemant Lenka
  • Published: Friday, 25 January 2019
  • Updated: 25 January 2019, 09:31 PM IST

Sports

Latest News

ହାଇଦ୍ରାବାଦ: କେନ୍ଦ୍ର ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ସରକାରମାନେ ଲୋକଙ୍କୁ ପରିବାର ନିୟନ୍ତ୍ରଣ କରିବାକୁ ପରାମର୍ଶ ସହ ‘ଆମେ ଦୁଇ, ଆମର ଦୁଇ’ ସ୍ଲୋଗାନକୁ ପାଳନ କରିବାକୁ ଆହ୍ୱାନ ଦେଉଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କିନ୍ତୁ ‘ଆମେ ଦୁଇ, ଆମର ଦୁଇ’ ନାରାକୁ ନ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଆପଣମାନେ ଯେତେ ଚାହୁଁଛନ୍ତି ପିଲା ଜନ୍ମ କରନ୍ତୁ। ପାରିବାରିକ ବ୍ୟବସ୍ଥାକୁ ସୁରକ୍ଷା ଦେବାକୁ ହେଲେ, ଅଧିକରୁ ଅଧିକ ପିଲା ଜନ୍ମ କରିବା ଦରକାର। କାରଣ ମାନବ ସମ୍ବଳ ହିଁ ଭବିଷ୍ୟତର ସମ୍ପତ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି।

ଅମରାବତୀଠାରେ ଏକ ଜନ ସମାବେଶକୁ ଉଦ୍‌ବୋଧନ ଦେଇ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ କହିଛନ୍ତି,“ମୁଁ କହିବାକୁ ଚାହେଁ ଯେ ଆପଣମାନଙ୍କ ପିଲାପିଲି ରହିବା ଦରକାର। କାରଣ ମାନବ ସମ୍ବଳ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଅତିକମ୍‌ରେ ଗୋଟିଏ ପିଲାକୁ ଜନ୍ମ ଦେବାର ଦାୟିତ୍ୱ ସମ୍ପାଦନ କରିବା ଦରକାର।

କାରଣ ଭାରତୀୟ ପାରିବାରିକ ବିଧିବ୍ୟବସ୍ଥାରେ ଏହା ଅପରିହାର୍ଯ୍ୟ। ଆମେ ଏହି କଥାକୁ ସବୁଆଡ଼େ ଓ ସମସ୍ତ ପାଖରେ ପହଞ୍ଚାଇବା ଦରକାର।”

ଯୁବଗୋଷ୍ଠୀ ବିବାହ କିମ୍ବା ସନ୍ତାନ ଚାହୁଁ ନଥିବାରୁ ଚନ୍ଦ୍ରବାବୁ କହିଛନ୍ତି,“ ଏପରି ମାନସିକତା ବିପର୍ଯ୍ୟୟ ସୃଷ୍ଟି କରିବ। ଚୀନ୍‌,ଜାପାନ ଓ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଜନସଂଖ୍ୟା ବଢ଼ୁ ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଠିକ୍‌ ସ୍ଥିତିରେ ରହିଛି। କିନ୍ତୁ ଭବିଷ୍ୟତରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ।

ମୃତ୍ୟୁହାର ତୁଳନାରେ ଜନ୍ମ ହାର କମିଲେ ଦେଶରେ ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ୨ରୁ ଅଧିକ ସନ୍ତାନ ଥିଲେ ଜଣେ ବ୍ୟକ୍ତିଙ୍କୁ ପଞ୍ଚାୟତ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଉଥିଲା। କିନ୍ତୁ ଏବେ ଆମେ ନୂଆ ନିୟମ ପ୍ରଣୟନ କରିବୁ। ୪ଟି ସନ୍ତାନ ଥିଲେ ମଧ୍ୟ ଜଣେ ନିର୍ବାଚନ ଲଢ଼ିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story