ଟିଡିପିକୁ ଦୁର୍ବଳ କରିବାକୁ ଚାହୁଁଛି ବିଜେପି: ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଟିଡିପି ଛାଡ଼ି ଆଜି ଦଳର ୪ ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶିଛନ୍ତି। ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ। ସେ କହିଛନ୍ତି, “ବିଜେପି ଏବେ ଟିଡିପିକୁ ଦୁର୍ବଳ କରିବା କରିବା ପାଇଁ ଚେଷ୍ଟା କରୁଛି। ମୁଁ ଏ ସମ୍ପର୍କରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବି। ମୁଁ ବିଜେପିର ଏଭଳି ଉଦ୍ୟମକୁ ନିନ୍ଦା କରୁଛି। ଏଭଳି […]

tr

tr

Hemant Lenka
  • Published: Thursday, 20 June 2019
  • Updated: 20 June 2019, 09:13 PM IST

Sports

Latest News

ନୂଆଦିଲ୍ଲୀ: ଟିଡିପି ଛାଡ଼ି ଆଜି ଦଳର ୪ ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶିଛନ୍ତି। ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ।

ସେ କହିଛନ୍ତି, “ବିଜେପି ଏବେ ଟିଡିପିକୁ ଦୁର୍ବଳ କରିବା କରିବା ପାଇଁ ଚେଷ୍ଟା କରୁଛି। ମୁଁ ଏ ସମ୍ପର୍କରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବି। ମୁଁ ବିଜେପିର ଏଭଳି ଉଦ୍ୟମକୁ ନିନ୍ଦା କରୁଛି। ଏଭଳି ବିପର୍ଯ୍ୟୟ ଟିଡିପି ପାଇଁ ନୂଆ ନୁହେଁ। ଆମେ ଆନ୍ଧ୍ର ପ୍ରଦେଶର ସ୍ୱାର୍ଥ ରକ୍ଷା କରିବା ପାଇଁ ବିଜେପି ସହ ଲଢ଼େଇ କରିଥିଲୁ। ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଆମେ ଦାବି କରିଥିଲୁ। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଆମେ କେନ୍ଦ୍ରୀୟ ମନ୍ତ୍ରୀ ପଦ ଛାଡ଼ିଥିଲୁ। ଟିଡିପି ନେତା ଓ କର୍ମୀମାନେ ବିଜେପିର ଏଭଳି ରଣନୀତିକୁ ନେଇ ଡରିବାର କାରଣ ନାହିଁ।”

ଆଜି ଟିଡିପିର ୪ ଜଣ ସାଂସଦ ୱାଇଏସ୍‌ ଚୌଧୁରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ ବିଜେପିରେ ସାମିଲ ହୋଇଛନ୍ତି। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କୁ ଭେଟି ପ୍ରଥମେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେମାନେ ବିଜେପି କାର୍ଯ୍ୟାଳୟରେ ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story