ପାକିସ୍ତାନ ଅଧିକୃତ କାଶ୍ମୀର ନେଇ ରାଜନାଥଙ୍କ ଉପରେ ବର୍ଷିଲେ ନିସାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସର୍ବଦଳୀୟ ବୈଠକରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଂଶ ବୋଲି କହିଥିବା ବେଳେ ଆଜି ପାକିସ୍ତାନ ଗୃହମନ୍ତ୍ରୀ ଚୌଧୁରୀ ନିସାର ଅଲ୍ଲୀ  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଭାରତ ଆମକୁ କ’ଣ ପଢ଼ାଇବାକୁ ଚାହୁଁଛି? କଶ୍ମୀରବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଜଣେ ବି ପାକିସ୍ତାନୀ ଚୁପ୍‌ ରହିବ ନାହିଁ।” ସେ ଆହୁରି କହିଛନ୍ତି,“ଭାରତ ଯଦି ଶାନ୍ତି, ଭାଇଚାରାର କଥା କହୁଛି ତା’ହେଲେ ପାକିସ୍ତାନ ସବୁବେଳେ ଆଲୋଚନା […]

chaudhry nisar ali khan

chaudhry nisar ali khan

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 05:19 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସର୍ବଦଳୀୟ ବୈଠକରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଂଶ ବୋଲି କହିଥିବା ବେଳେ ଆଜି ପାକିସ୍ତାନ ଗୃହମନ୍ତ୍ରୀ ଚୌଧୁରୀ ନିସାର ଅଲ୍ଲୀ  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ଭାରତ ଆମକୁ କ’ଣ ପଢ଼ାଇବାକୁ ଚାହୁଁଛି? କଶ୍ମୀରବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଜଣେ ବି ପାକିସ୍ତାନୀ ଚୁପ୍‌ ରହିବ ନାହିଁ।”

ସେ ଆହୁରି କହିଛନ୍ତି,“ଭାରତ ଯଦି ଶାନ୍ତି, ଭାଇଚାରାର କଥା କହୁଛି ତା’ହେଲେ ପାକିସ୍ତାନ ସବୁବେଳେ ଆଲୋଚନା ପାଇଁ ତା’ ଦ୍ୱାର ଖୋଲା ରଖିଛି। ଯେ କୌଣସି ବିବାଦର ସମାଧାନ  ଆଲୋଚନା ବିନା କିପରି ସମ୍ଭବ?”

 ନିସାର କହିଛନ୍ତି,“ଯଦି ଭାରତ ତା’ର ଦବଦବା, କ୍ରୋଧ ଓ କାଶ୍ମୀର ଉପରେ ନିଜର କବ୍‌ଜାକୁ ନେଇ ପାଠ ପଢ଼ାଇବା ପାଇଁ ଚାହୁଁଛି ତାହା ହେଲେ ରାଜନାଥ ସିଂହ ଜାଣି ରଖନ୍ତୁ ଯେ ପାକିସ୍ତାନ କାହାରି ଅଧୀନରେ ରହିବ ନାହିଁ କି କୌଣସି ପାକିସ୍ତାନୀ କଶ୍ମୀରର ବର୍ତ୍ତମାନ ସ୍ଥିତିକୁ ଗ୍ରହଣ କରିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story