ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଉଥିବା ଭାଷଣଙ୍କୁ ଦୂରଦର୍ଶନରେ ନ ଦେଖାଇବାରୁ ଜଣେ ଅଧିକାରୀଙ୍କୁ ପ୍ରସାର ଭାରତୀ ପକ୍ଷରୁ ନିଲମ୍ବିତ କରାଯାଇଛି। ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରରେ ଆସିସଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି। ମୋଦି ଆଇଆଇଟି ମାଡ୍ରାସର ବାର୍ଷିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାକୁ ଦୂରଦର୍ଶଦନର ପୋଦିଗାଇ ଟିଭିରେ ପ୍ରଦର୍ଶନ କରିବାର […]

ww

ww

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 04:02 PM IST

Sports

Latest News

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଉଥିବା ଭାଷଣଙ୍କୁ ଦୂରଦର୍ଶନରେ ନ ଦେଖାଇବାରୁ ଜଣେ ଅଧିକାରୀଙ୍କୁ ପ୍ରସାର ଭାରତୀ ପକ୍ଷରୁ ନିଲମ୍ବିତ କରାଯାଇଛି। ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରରେ ଆସିସଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି।

ମୋଦି ଆଇଆଇଟି ମାଡ୍ରାସର ବାର୍ଷିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ସେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାକୁ ଦୂରଦର୍ଶଦନର ପୋଦିଗାଇ ଟିଭିରେ ପ୍ରଦର୍ଶନ କରିବାର ଥିଲା। ପ୍ରସାରଣ ପାଇଁ ଉଚ୍ଚପଦସ୍ଥ ଅଧିକାରୀ ଅନୁମତି ଦେଇଥିଲେ ହେଁ ଏହାକୁ ବସୁମତି ଜାଣିଶୁଣି ପ୍ରସାରଣ ଅଟକାଇ ଦେଇଥିବା ଜଣାପଡ଼ିଛି। ଅବଶ୍ୟ ପ୍ରସାର ଭାରତୀ ପକ୍ଷରୁ ବସୁମତିଙ୍କୁ କାହିଁକି ନିଲମ୍ବନ କରାଗଲା, ତା’ର କାରଣ କୁହାଯାଇ ନାହିଁ।

ସେପ୍ଟେମ୍ବର ୩୦ରେ ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ବସୁମତି ଏହାର ସିଧାପ୍ରସାରଣ ହେବ କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଇ-ମେଲ କରିଥିଲେ। ଉଚ୍ଚପଦସ୍ଥ ଅଧିକାରୀ ସିଧାପ୍ରସାଣ ପାଇଁ ଅନୁମତି ମଧ୍ୟ ଦେଇଥିଲେ। ହେଲେ ବସୁମତି ହାକଥନର ସିଧାପ୍ରସାରଣ କରି ନଥିଲେ। ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story