କିଏ କାହାକୁ କିସ୍‌ କରିବାକୁ ଚାହୁଁଥିଲା, ଜାଣନ୍ତୁ କ’ଣ କହୁଛନ୍ତି ଚେତନ ଭଗତ

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖକ ଚେତନ୍‌ ଭଗତଙ୍କ ବିରୋଧରେ ଆସିଥିବା ଯୌନ ବ୍ୟଭିଚାର ମାମଲା ଆଜି ନୂଆ ମୋଡ଼ ନେଇଛି। ‘ମି ଟୁ’ ଅଭିଯାନ ଜରିଆରେ ଅନ୍ୟତମ ପ୍ରଖ୍ୟାତ ଲେଖକ ଇରା ତ୍ରିବେଦୀ ଶ୍ରୀ ଭଗତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଆଜି ଶ୍ରୀ ଭଗତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଇରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ନୁହେଁ ବରଂ ଇରା ହିଁ ତାଙ୍କୁ ‘କିସ୍‌ ୟୁ ଓ ମିସ୍‌ ୟୁ’ […]

c

c

Hemant Lenka
  • Published: Monday, 15 October 2018
  • Updated: 15 October 2018, 03:14 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖକ ଚେତନ୍‌ ଭଗତଙ୍କ ବିରୋଧରେ ଆସିଥିବା ଯୌନ ବ୍ୟଭିଚାର ମାମଲା ଆଜି ନୂଆ ମୋଡ଼ ନେଇଛି। ‘ମି ଟୁ’ ଅଭିଯାନ ଜରିଆରେ ଅନ୍ୟତମ ପ୍ରଖ୍ୟାତ ଲେଖକ ଇରା ତ୍ରିବେଦୀ ଶ୍ରୀ ଭଗତଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଆଜି ଶ୍ରୀ ଭଗତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଇରାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।

ସେ ନୁହେଁ ବରଂ ଇରା ହିଁ ତାଙ୍କୁ 'କିସ୍‌ ୟୁ ଓ ମିସ୍‌ ୟୁ' ବୋଲି ମେସେଜ୍‌ ପଠାଇଥିଲେ ବୋଲି ଶ୍ରୀ ଭଗବତ ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଶ୍ରୀ ଭଗତ ୨୦୧୩ରେ ଇରା ତାଙ୍କୁ ପଠାଇଥିବା ଏକ ଇ-ମେଲ୍‌କୁ ସାର୍ବଜନୀନ କରିଛନ୍ତି। ଯେଉଁଥିରେ ଇରା ଚେତନ୍‌କୁ 'ମିସ୍‌ ୟୁ, କିସ୍‌ ୟୁ' ବୋଲି ଲେଖିଛନ୍ତି।

[caption id="attachment_288865" align="aligncenter" width="909"] ଚେତନ ଭଗତ ଶେୟାର କରିଥିବା ଇ-ମେଲ୍‌[/caption]

ଏହି ଇ-ମେଲ୍‌କୁ ସାର୍ବଜନୀନ କରିବା ସହ ଶ୍ରୀ ଭଗତ କହିଛନ୍ତି, “ଏଥର ଆପଣମାନେ କୁହନ୍ତୁ କିଏ କାହାକୁ କିସ୍‌ ଆଉ ମିସ୍‌ ୟୁ କହୁଥିଲା? ଇରା ମୋତେ ୨୦୧୩ରେ କରିଥିବା ଇମେଲ୍‌ର ଶେଷ ଧାଡ଼ି ପଢ଼ିବା ପରେ ଆପଣମାନେ ବୁଝି ପାରୁଥିବେ ପୂରା ଘଟଣା କ’ଣ ଥିଲା। ତେଣୁ ୨୦୧୦ରେ ମୁଁ ଇରାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ସଂପୂର୍ଣ୍ଣ ଅମୂଳକ। ଏଭଳି ମିଥ୍ୟା କଥା କହି ମୋତେ ଓ ପରିବାରକୁ ଆଉ ମାନସିକ ଆଘାତ ଦିଆ ନଯାଉ। ତେଣୁ ମିଥ୍ୟାକୁ ଆଧାର କରି ଭୁଲ ଅଭିଯାନ କରାନ ଯାଉ।”

ଇରାଙ୍କ ପୂର୍ବରୁ ଜଣେ ମହିଳା ସାମ୍ବାଦିକ ମଧ୍ୟ ଶ୍ରୀ ଭଗତଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣିଥିଲେ। ଏହାକୁ ଚେତନ ସ୍ୱୀକାର କରିବା ସହ ଏନେଇ ଟ୍ୱିଟର୍‌ରେ କ୍ଷମା ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story