ବାର୍ଡ ଫ୍ଲୁ ଆତଙ୍କ, ୧୫ ଦିନ ପାଇଁ ଚିକେନ-ଅଣ୍ଡା ଦୋକାନ ବନ୍ଦ ନିର୍ଦ୍ଦେଶ

ଭୋପାଲ: ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହେବା ପରେ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି କରିଛନ୍ତି। ଏସବୁ ଭିତରେ ମଧ୍ୟପ୍ରଦେଶର ମଣ୍ଡସୌର ପ୍ରଶାସନ ଆସନ୍ତା ୧୫ ଦିନ ପାଇଁ ଏଠାରେ ଥିବା ସମସ୍ତ ଚିକେନ ଓ ଅଣ୍ଡା ବିକ୍ରି ହେଉଥିବା ଦୋକାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ […]

c

c

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 06:42 PM IST

ଭୋପାଲ: ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କଲାଣି। କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଶହଶହ ସଂଖ୍ୟାରେ ପକ୍ଷୀଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହେବା ପରେ ରାଜ୍ୟ ସରକାରମାନେ ହାଇଆଲର୍ଟ ଜାରି କରିଛନ୍ତି।

ଏସବୁ ଭିତରେ ମଧ୍ୟପ୍ରଦେଶର ମଣ୍ଡସୌର ପ୍ରଶାସନ ଆସନ୍ତା ୧୫ ଦିନ ପାଇଁ ଏଠାରେ ଥିବା ସମସ୍ତ ଚିକେନ ଓ ଅଣ୍ଡା ବିକ୍ରି ହେଉଥିବା ଦୋକାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶରେ ଶହଶହ କାଉଙ୍କ ମୃତଦେହ ମିଳିଥିଲା। ଏହାପରେ ସେମାନଙ୍କ ନମୁନା ପରୀକ୍ଷା କରାଯିବା ବେଳେ ଅଧିକାଂଶ କାଉ ବାର୍ଡ ଫ୍ଲୁ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଚିକେନ ଓ ଅଣ୍ଡ ବିକ୍ରି ଦୋକାନକୁ ବନ୍ଦ କରିବାକୁ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା କେବଳ ମଣ୍ଡସୌରରେ ୧୦୦ଟି କାଉ ପ୍ରାଣ ହରାଇ ସାରିଲେଣି। ସୋମବାର ଇନ୍ଦୋରରେ ବାର୍ଡ ଫ୍ଲୁରେ କାଉ ପ୍ରାଣ ହରାଇଥିବା ରିପୋର୍ଟ ମିଳିଥିଲା। ଏହାପରେ ଏକାଧିକ ଜିଲ୍ଲାରୁ ସମାନ ଖବର ମିଳିଛି। ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଇନ୍ଦୋରରେ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି।

ଡିସେମ୍ବର ୨୩ରୁ ଜାନୁଆରୀ ୩ ମଧ୍ୟରେ ଇନ୍ଦୋରରେ ୧୪୨ଟି, ମଣ୍ଡସୌରରେ ୧୦୦ଟି, ଅଗର-ମାଲୱାରେ ୧୧୨, ଖାରଗୋନରେ ୧୩ ଓ ୯ଟି କାଉ ଶେହୋରେ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ କେରଳ ସରକାର ବାର୍ଡ ଫ୍ଲୁକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କୋଟାୟମ ଓ ଅଲଫୁଜ ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ଠାବ ହେବା ପରେ ସରକାର ଏଭଳି ଘୋଷଣା କରିଛନ୍ତି। ଏଥିପାଇଁ ସରକାର ବତକ, କୁକଡ଼ା ଓ ଅନ୍ୟ ଗୃହ ପାଳିତ ପକ୍ଷୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁ ଠାବ ହୋଇଥିବା ଅଞ୍ଚଳର ୧ କେମି ପରିଧି ମଧ୍ୟରେ ଥିବା ସମସ୍ତ ବତକ ଓ କୁକୁଡ଼ାଙ୍କୁ ମାରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story