ଚିକେନ କେଜି ୪୦ ଟଙ୍କା

ନୂଆଦିଲ୍ଲୀ: କରୋନା ମହମାରୀର ସଂକ୍ରମଣ ଭିତରେ ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ବାର୍ଡ ଫ୍ଲୁର ଭୟ ବଢ଼ୁଥିବାରୁ ଅନେକ ରାଜ୍ୟରେ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡ଼ିକୁ ବାର୍ଡ ଫ୍ଲୁ ଭୂତାଣରୁ ଯେମିତି ଲୋକଙ୍କ ଶରୀରରକୁ ନ ବ୍ୟାପିବ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସବୁ ଭିତରେ ଦେଶର କୁକୁଡ଼ା ଚାଷ ପ୍ରଭାବିତ ହେବାକୁ ବସିଲାଣି। ଲକଡାଉନ ପରେ ଅଣ୍ଟା ସଳଖିବାକୁ […]

e

e

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 04:24 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହମାରୀର ସଂକ୍ରମଣ ଭିତରେ ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ବାର୍ଡ ଫ୍ଲୁର ଭୟ ବଢ଼ୁଥିବାରୁ ଅନେକ ରାଜ୍ୟରେ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡ଼ିକୁ ବାର୍ଡ ଫ୍ଲୁ ଭୂତାଣରୁ ଯେମିତି ଲୋକଙ୍କ ଶରୀରରକୁ ନ ବ୍ୟାପିବ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏସବୁ ଭିତରେ ଦେଶର କୁକୁଡ଼ା ଚାଷ ପ୍ରଭାବିତ ହେବାକୁ ବସିଲାଣି। ଲକଡାଉନ ପରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବ୍ୟବସାୟୀମାନେ ଏବେ ବାର୍ଡ ଫ୍ଲୁ ଯୋଗୁ ପୁଣିଥରେ ଚିନ୍ତାରେ ପଡ଼ିଛନ୍ତି। କିଛି ରାଜ୍ୟରେ ଚିକେନ ଓ ଅଣ୍ଡା ଦୋକାନକୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହାକୁ ଦୃଷ୍ଟିରେ ରଖି ଏବେ ଚିକେନର କେଜି ପିଛା ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଆଜି ଚଣ୍ଡିଗଡ଼ରେ ଚିକେନ କେଜି ପିଛା ୪୦ ଟଙ୍କାରେ ବିକ୍ରି ହେଉଥିବା ଖବର ମିଳିଛି। କେବଳ ଚଣ୍ଡିଗଡ଼ ନୁହେଁ, ଦିଲ୍ଲୀ, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ଚିକେନର କେଜି ପିଛା ଦର ହ୍ରାସ ପାଉଛି। ଦୁଇ ଦିନ ପୂର୍ବରୁ ଚିକେନର କେଜି ପିଛା ଦର ୧୮୦ ଟଙ୍କାରୁ ୨୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା।

ହେଲେ କେରଳ ଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଯାଏ ବାର୍ଡ ଫ୍ଲୁ ବ୍ୟାପିବାରୁ ଚିକେନ ଦର ହ୍ରାସ ପାଇବା ଆରମ୍ଭ କରିଛି। ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଥିବାରୁ କୁକୁଡ଼ା ଚାଷ କରୁଥିବା ବ୍ୟବସାୟୀମାନେ ନିଜର ପକ୍ଷୀମାନଙ୍କୁ କେମିତି ବଞ୍ଚାଇବେ, ସେହି ଚିନ୍ତାରେ ପଡ଼ିଛନ୍ତି।

ଆଗକୁ ବଡ଼ କ୍ଷତି ହେବ ବୋଲି ଆଶଙ୍କା କରି ସେମାନେ ୪୦ ଟଙ୍କାରେ ଏହାକୁ ବିକ୍ରି କରୁଥିବା ଚଣ୍ଡିଗଡ଼ର ଜଣେ ଚିକେନ ବ୍ୟବସାୟୀ କହିଛନ୍ତି।

ମଧ୍ୟପ୍ରଦେଶ ସରକାର ଦକ୍ଷିଣ ଭାରତର କୌଣସି ରାଜ୍ୟ ସହ କୁକୁଡ଼ା ବ୍ୟବସାୟ ନ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାର୍ଡ ଫ୍ଲୁର ମୁକାବିଲା କରିବାକୁ ବୈଠକ ବରିଥିଲେ। ଏହାପରେ ସେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ସହ ଚାଲିଥିବା କୁକୁଡ଼ା ବ୍ୟବସାୟ ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story