ମୁଁ ନିର୍ଦ୍ଦୋଷ: ଚିଦାମ୍ବରମ

ନୂଆଦିଲ୍ଲୀ: ଗିରଫ ହେବା ପୂର୍ବରୁ ପି ଚିଦାମ୍ବରମ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସଂପୃକ୍ତି ନଥିବା ଚିଦାମ୍ବରମ ଦାବି କରିଥିଲେ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “୨୭ ଘଣ୍ଟା ହେଲା ମୁଁ ଫେରାର ନଥିଲି। ମୁଁ ମୋର ଆଇନ୍‌ ପରାମର୍ଶଦାତା ଟିମ୍‌ ସହ ରହିଥିଲି। ମୋତେ ଯଦି ଜୀବନ ଓ ସ୍ବାଧୀନତା ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡ଼େ, ତା’ହେଲେ […]

rtr

rtr

Hemant Lenka
  • Published: Wednesday, 21 August 2019
  • Updated: 21 August 2019, 11:12 PM IST

Sports

Latest News

ନୂଆଦିଲ୍ଲୀ: ଗିରଫ ହେବା ପୂର୍ବରୁ ପି ଚିଦାମ୍ବରମ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସଂପୃକ୍ତି ନଥିବା ଚିଦାମ୍ବରମ ଦାବି କରିଥିଲେ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “୨୭ ଘଣ୍ଟା ହେଲା ମୁଁ ଫେରାର ନଥିଲି। ମୁଁ ମୋର ଆଇନ୍‌ ପରାମର୍ଶଦାତା ଟିମ୍‌ ସହ ରହିଥିଲି।

ମୋତେ ଯଦି ଜୀବନ ଓ ସ୍ବାଧୀନତା ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡ଼େ, ତା’ହେଲେ ମୁଁ ସ୍ୱାଧୀନତା ହିଁ ବାଛିବି। ଆପଣମାନଙ୍କୁ ମୁଁ କହିବାକୁ ଚାହେଁ, କେହି କୁଆଡ଼େ ପଳେଇ ଯାଉ ନାହାନ୍ତି। ମୁଁ ଆଇନ୍‌ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବାକୁ ଡରୁନାହିଁ। ମୁଁ ଗତକାଲି ରାତି ଏବଂ ଆଜି ଦିନ ତମାମ ମୋ ଓକିଲମାନଙ୍କ ସହ ମିଶି ମୋ ପକ୍ଷର ପ୍ରସ୍ତୁତି କରୁଥିଲି।

ଆଇନ୍‌କୁ ସମସ୍ତେ ସମ୍ମାନ ଦେବା ଦରକାର। ସୁପ୍ରିମକୋର୍ଟ ଶୁକ୍ରବାର ଦେବାକୁ ଥିବା ରାୟ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିବା ଦରକାର। ଶୁକ୍ରବାର ପର୍ଯ୍ୟନ୍ତ ବ୍ୟକ୍ତି ସ୍ୱାଧୀନତାର ଲ୍ୟାମ୍ପ ଜଳିବ ବୋଲି ମୁଁ ଆଶା କରୁଛି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏଫ୍‌ଆଇଆର ହୋଇନାହିଁ। ଇଡି ଏବଂ ସିବଆଇ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରିନାହାନ୍ତି। ଏପରି ସ୍ଥିତିରେ ମୁଁ ଦୋଷୀ ହେଲି କେମିତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story