ଖଳନାୟକ ଚୀନ୍‌: ଡୋକଲାମ ପରେ ସିଆଚୀନ୍‌, ନିର୍ମାଣ କରୁଛି ୩୫.୫ କିମି ରାସ୍ତା

ନୂଆଦିଲ୍ଲୀ: ସୀମା ନିକଟରେ ଚୀନ୍‌ର ଦବଙ୍ଗଗିରି ବଢ଼ିବାରେ ଲାଗିଛି। ଡୋକଲାମରେ ରାସ୍ତା ନିର୍ମାଣ ପ୍ରୟାସ ଓ ଭାରତ ସହ ମୁହାଁମୁହିଁ ସ୍ଥିତିକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେବା ପରେ ବି ଚୀନ୍‌ କିଛି ଶିକ୍ଷାଲାଭ କରିବା ପରି ମନେ ହେଉନାହିଁ। ସଦ୍ୟ ମିଳିଥିବା ରିପୋର୍ଟ ଅନୁସାରେ, ସିଆଚୀନ୍‌ ସୀମାନ୍ତରେ ରାସ୍ତା ନିର୍ମାଣ କରୁଛି ଚୀନ୍‌। ଯେଉଁ ସ୍ଥାନରେ ରାସ୍ତା କରାଯାଉଛି, ତାହା ଚୀନ୍‌, ପାକିସ୍ତାନ ପାଖରୁ ଉପହାର (ଗିଫ୍ଟ)ରେ ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି […]

china_road

china_road

Rakesh Mallick
  • Published: Monday, 26 March 2018
  • Updated: 26 March 2018, 10:45 AM IST

ନୂଆଦିଲ୍ଲୀ: ସୀମା ନିକଟରେ ଚୀନ୍‌ର ଦବଙ୍ଗଗିରି ବଢ଼ିବାରେ ଲାଗିଛି। ଡୋକଲାମରେ ରାସ୍ତା ନିର୍ମାଣ ପ୍ରୟାସ ଓ ଭାରତ ସହ ମୁହାଁମୁହିଁ ସ୍ଥିତିକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେବା ପରେ ବି ଚୀନ୍‌ କିଛି ଶିକ୍ଷାଲାଭ କରିବା ପରି ମନେ ହେଉନାହିଁ। ସଦ୍ୟ ମିଳିଥିବା ରିପୋର୍ଟ ଅନୁସାରେ, ସିଆଚୀନ୍‌ ସୀମାନ୍ତରେ ରାସ୍ତା ନିର୍ମାଣ କରୁଛି ଚୀନ୍‌। ଯେଉଁ ସ୍ଥାନରେ ରାସ୍ତା କରାଯାଉଛି, ତାହା ଚୀନ୍‌, ପାକିସ୍ତାନ ପାଖରୁ ଉପହାର (ଗିଫ୍ଟ)ରେ ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରାସ୍ତା ନିର୍ମାଣ ଶେଷ ହେଲେ, ଚୀନ୍‌ ସୈନିକ ଭାରତୀୟ ସୀମା ନିକଟକୁ ଅତି ସହଜରେ ଆସିପାରିବେ।

ପିଓକେର ଶକ୍ସଗମ୍‌ରେ ଚୀନ୍‌ ଏହି ରାସ୍ତା ନିର୍ମାଣ କରୁଛି। ଏହା ଭାରତ-ଚୀନ୍‌ ସୀମା ସିଆଚୀନ ପାଖରେ ରହିଛି।

ରିପୋର୍ଟ ଅନୁସାରେ, ଚୀନ୍‌ ଏଠାରେ ୩୫.୫ କିମି ଲମ୍ବର ସଡ଼କ ବନାଉଛି। ବର୍ତ୍ତମାନ ସୁଦ୍ଧା ୭ ମିଟର ଚଉଡ଼ାର ୨୧.୩ କିମି ରାସ୍ତାର ନିର୍ମାଣ ସରିଛି। ବାକି ୧୪.୨ କିମି ରାସ୍ତା କାମ ଜାରି ରହିଛି। ଏହି ସୂଚନା ଗୁଗୁଲ ଜରିଆରେ ଜଣାପଡିଛି। ଏହାସହ ଉକ୍ତ ଅଞ୍ଚଳରେ ଚୀନ୍‌ ଦୁଇଟି ନୂଆ ପୋଷ୍ଟ ନିର୍ମାଣ କରିଥିବା ବେଳେ ୫ଟିର କାମ ଜାରି ରଖିଛି।

ପ୍ରତିରୋଧ ପାଇଁ ଭାରତ ପ୍ରସ୍ତୁତ

ଏହି ଘଟଣା ଜଣାପଡ଼ିବା ପରେ ଗତକାଲି ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ଡୋକଲାମରେ ଚୀନ୍‌ର ଭୟକୁ ପ୍ରତିରୋଧ କରିବାକୁ ଭାରତୀୟ ସୈନିକ ପ୍ରସ୍ତୁତ ହୋଇ ରହିଛନ୍ତି। ଚୀନ୍‌କୁ ଲାଗିଥିବା ସମସ୍ତ ସୀମା ଉପରେ ଆମ ସେନା ନଜର ରଖିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story