ସୁଧୁରୁନି ଚାଇନା: ଲଦାଖ ସୀମାରେ ୫-ଜି ନେଟୱର୍କ ସହ ପାଙ୍ଗୋଙ୍ଗରେ ନିର୍ମାଣ କାମ ଆରମ୍ଭ କଲା

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ଶେଷ ହେବାର ନାଁ ଧରୁନାହିଁ। ଗୋଟିଏ ପଟେ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଚାଇନା ତା’ର କାର୍ଯ୍ୟକଳାପ ଜାରି ରଖିଛି। ଲଦାଖ ସୀମାରେ ଚାଇନା ନିଜକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି। ଲଦାଖ ନିକଟରେ ଥିବା Demchokରେ ଚାଇନା ପକ୍ଷରୁ ୫ଜି ନେଟୱର୍କ ସ୍ଥାପନ କରିଛି। ସେହିପରି ପାଙ୍ଗୋଙ୍ଗ ହ୍ରଦ ନିକଟରେ ନୂଆ ନିର୍ମାଣ କାମ ମଧ୍ୟ […]

bf

bf

Hemant Lenka
  • Published: Friday, 28 August 2020
  • Updated: 28 August 2020, 04:58 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ଶେଷ ହେବାର ନାଁ ଧରୁନାହିଁ। ଗୋଟିଏ ପଟେ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଚାଇନା ତା’ର କାର୍ଯ୍ୟକଳାପ ଜାରି ରଖିଛି। ଲଦାଖ ସୀମାରେ ଚାଇନା ନିଜକୁ ଅଧିକ ସଶକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି।

ଲଦାଖ ନିକଟରେ ଥିବା Demchokରେ ଚାଇନା ପକ୍ଷରୁ ୫ଜି ନେଟୱର୍କ ସ୍ଥାପନ କରିଛି। ସେହିପରି ପାଙ୍ଗୋଙ୍ଗ ହ୍ରଦ ନିକଟରେ ନୂଆ ନିର୍ମାଣ କାମ ମଧ୍ୟ ଆରମ୍ଭ କରିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଚାଇନା ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛି।

ଏଥିପାଇଁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା Demchok ଗାଁ ପାଖରେ ଚାଇନା ୫ ଜି ନେଟୱର୍କ ସେବା ଆରମ୍ଭ କରିବାକୁ ଲାଗି ପଡ଼ିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ହିଁ ଏଭଳି କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଚାଇନିଜ୍‌ ସେନା ପାଙ୍ଗୋଙ୍ଗ ହ୍ରଦର ଯେଉଁ ଅଞ୍ଚଳରେ ଆଡ୍ଡା ଜମାଇ ବସିଥିଲେ ସେଠାରେ ନୂଆ ନିର୍ମାଣ କାମ ଆରମ୍ଭ କରିଛନ୍ତି।

ଏହି ଅଞ୍ଚଳରୁ ଡିସଏନଗେଜମେଣ୍ଟ ପାଇଁ ଭାରତ ସହ ଆଲୋଚନା ଚାଲିଛି। କିନ୍ତୁ ଚାଇନାର ଏହି ଅଞ୍ଚଳରେ ନୂଆ ହୁଟସ ଓ ଶିବିର ଦେଖିବାକୁ ମିଳିଛି। ଚାଇନା ପୂର୍ବଭଳି ଏଲଏସି ନିକଟରେ ତା’ର ଯବାନଙ୍କୁ ପ୍ୟାଟ୍ରୋଲିଂ କରାଉଛି। ଏହି କାରଣରୁ ଭାରତ ମଧ୍ୟ ବାଧ୍ୟ ହୋଇ ଅତିରକ୍ତ ଯବାନଙ୍କୁ ମୁତୟନ କରିଛି।

ଅନ୍ୟପକ୍ଷରେ ଚାଇନା ସହ ଭାରତ ଆଲୋଚନା କରୁଥିଲେ ହେଁ ଏଯାଏ ଏହା ଫଳପ୍ରଦ ହୋଇନାହିଁ। ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଚାଇନା ପଛକୁ ହଟିବାକୁ ରାଜି ହେଉନାହିଁ। ଚାଇନାର ଯବାନମାନେ ଫିଙ୍ଗର ୪ରୁ ଫିଙ୍ଗର ୫କୁ ଚାଲି ଯାଇଛନ୍ତି। ହେଲେ ଭାରତ ମଧ୍ୟ ଫିଙ୍ଗର ୪ରୁ ପଛକୁ ହଟୁ ବୋଲି ବେଜିଂ ଦାବି କରୁଛି।

ଭାରତ ପଛକୁ ଘୁଞ୍ଚିବା ସହ ଏପ୍ରିଲ ମାସରେ ସ୍ଥିତାବସ୍ଥା ବଜାୟୀ ରଖିବାକୁ କହୁଛି। କିନ୍ତୁ ଚାଇନା ଏଥିରେ ରାଜି ହେଉନାହିଁ। ଫିଙ୍ଗର ୫ରୁ ୮ ମଧ୍ୟରେ ଚାଇନା ଅତିରିକ୍ତ ଯବାନ ମୁତୟନ କରିବା ସହ ପାଙ୍ଗୋଙ୍ଗ ହ୍ରହଦରେ ବୋଟ ସଂଖ୍ୟା ବି ବୃଦ୍ଧି କରିଛି। ଏସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏଲଏସିରେ ଅଧିକ ଯବାନ ଦୀର୍ଘ ସମୟ ଧରି ମୁତୟନ କରି ରଖିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story