ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ବେଜିଂ: ଭାରତର ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ଭାବେ ସର୍ବଦା ବିବେଚନା କରୁଥିବା ଚାଇନା ଏବେ ସେଠାକୁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିରୋଧ କରିଛି। ଅରୁଣାଚଳ ପ୍ରଦେଶର ୩୪ ତମ ଷ୍ଟେଟହୁଡ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଶାହ ଆଜି ସେଠାକୁ ଯାଇଛନ୍ତି। ହେଲେ ଚାଇନା ଏହାକୁ ବିରୋଧ କରିଛି। ଚାଇନା ପକ୍ଷରୁ କୁହାଯାଇଛି ଯେ ଶାହଙ୍କ ଗସ୍ତ ଦ୍ୱାରା ବେଜିଂର ଟେରିଟୋରିଆଲ ସାର୍ବଭୌମତ କ୍ଷୁଣ୍ଣ ହୋଇଛି। ଏଥିସହ ଭାରତ ସରକାର ରାଜନୀତିକ ବୁଝାମଣା ଓ […]

q

q

Hemant Lenka
  • Published: Thursday, 20 February 2020
  • Updated: 20 February 2020, 04:08 PM IST

ବେଜିଂ: ଭାରତର ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ଭାବେ ସର୍ବଦା ବିବେଚନା କରୁଥିବା ଚାଇନା ଏବେ ସେଠାକୁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିରୋଧ କରିଛି। ଅରୁଣାଚଳ ପ୍ରଦେଶର ୩୪ ତମ ଷ୍ଟେଟହୁଡ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଶାହ ଆଜି ସେଠାକୁ ଯାଇଛନ୍ତି।

ହେଲେ ଚାଇନା ଏହାକୁ ବିରୋଧ କରିଛି। ଚାଇନା ପକ୍ଷରୁ କୁହାଯାଇଛି ଯେ ଶାହଙ୍କ ଗସ୍ତ ଦ୍ୱାରା ବେଜିଂର ଟେରିଟୋରିଆଲ ସାର୍ବଭୌମତ କ୍ଷୁଣ୍ଣ ହୋଇଛି। ଏଥିସହ ଭାରତ ସରକାର ରାଜନୀତିକ ବୁଝାମଣା ଓ ବିଶ୍ୱାସ ସହ କୁଠାରଘାତ କରିଛନ୍ତି।

ଶାହ ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ କେବଳ ୩୪ତମ ଷ୍ଟେଟହୁଡ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି ବରଂ ସେଠାରେ ଶିଳ୍ପ ଓ ରୋଡ୍ ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପୂର୍ବରୁ ମଧ୍ୟ ଭାରତର ରାଜନେତାମାନେ ଅରୁଣାଚଳ ପ୍ରଦେଶ ଗସ୍ତ କଲେ ଚାଇନା ପ୍ରତିବାଦ କରିବାର ନଜିର ରହିଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ ଶୁଆଙ୍ଗ କହିଛନ୍ତି, “ଆମେ ସର୍ବଦା ଚାଇନା-ଭାରତ ସୀମା ହେଉ କିମ୍ବା ଦକ୍ଷିଣ ତିବ୍ଦତରେ ଥିବା ଅଞ୍ଚଳ ପ୍ରସଙ୍ଗରେ ଅଟଳ ରହିଛୁ। ତଥା କଥିତ ଅରୁଣାଚଳ ପ୍ରଦେଶ ସର୍ବଦା ଦକ୍ଷିଣ ତିବ୍ଦର ଏକ ଅଂଶ। ଏହି ଅଞ୍ଚଳରୁ ଭାରତୀୟ ରାଜନେତାଙ୍କ ଗସ୍ତକୁ ଆମେ ବିରୋଧ କରୁଛୁ।

ଏହାଦ୍ୱାରା ଚାଇନାର ଟେରିଟୋରିଆଲ ସାର୍ବଭୌମତ କ୍ଷୁଣ୍ଣ ହେଉଛି ଏବଂ ସୀମାରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଭାରତ ସରକାର ଏଭଳି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story