ପ୍ରତିରକ୍ଷା ବଜେଟ୍‌କୁ ଆହୁରି ବଢ଼ାଇଲା ଚୀନ୍‌

ବେଜିଂ: ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ଓ ଏ କ୍ଷେତ୍ରରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ ମାତ୍‌ ଦେବାକୁ ଆଜି ଚୀନ୍‌ ଦେଶର ପ୍ରତିରକ୍ଷା ବଜେଟ୍‌ରେ ଆଶାତୀତ ବୃଦ୍ଧି କରିଛି। ପ୍ରତିରକ୍ଷା କ୍ଷେତ୍ରର ବଜେଟ୍‌ରେ ଚୀନ୍‌ ସରକାର ୭.୫% ବୃଦ୍ଧି କରିଛନ୍ତି। ଅର୍ଥାତ ଚୀନ ପ୍ରତିରକ୍ଷା କ୍ଷେତ୍ର ପାଇଁ ୧୭୭.୬୧ ବିଲିୟନ ଡଲାର ଖର୍ଚ୍ଚ କରିବେ। ଭାରତର ପ୍ରତିରକ୍ଷା ବଜେଟ୍‌ ତୁଳନାରେ ଏହା ୩ ଗୁଣ ଅଧିକ। ଚୀନ୍‌ ସଂସଦରେ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ ଦାଖଲ କରିଥିବା […]

r

r

Hemant Lenka
  • Published: Tuesday, 05 March 2019
  • Updated: 05 March 2019, 06:17 PM IST

Sports

Latest News

ବେଜିଂ: ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ଓ ଏ କ୍ଷେତ୍ରରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ ମାତ୍‌ ଦେବାକୁ ଆଜି ଚୀନ୍‌ ଦେଶର ପ୍ରତିରକ୍ଷା ବଜେଟ୍‌ରେ ଆଶାତୀତ ବୃଦ୍ଧି କରିଛି। ପ୍ରତିରକ୍ଷା କ୍ଷେତ୍ରର ବଜେଟ୍‌ରେ ଚୀନ୍‌ ସରକାର ୭.୫% ବୃଦ୍ଧି କରିଛନ୍ତି। ଅର୍ଥାତ ଚୀନ ପ୍ରତିରକ୍ଷା କ୍ଷେତ୍ର ପାଇଁ ୧୭୭.୬୧ ବିଲିୟନ ଡଲାର ଖର୍ଚ୍ଚ କରିବେ। ଭାରତର ପ୍ରତିରକ୍ଷା ବଜେଟ୍‌ ତୁଳନାରେ ଏହା ୩ ଗୁଣ ଅଧିକ।

ଚୀନ୍‌ ସଂସଦରେ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ ଦାଖଲ କରିଥିବା ଚିଠା ଅନୁସାରେ ପ୍ରତିରକ୍ଷା ବଜେଟ୍‌ ପାଇଁ ୨୦୧୯ରେ ସରକାର ୧.୧୯ ଟ୍ରିଲିୟନ୍‌ ୟୁଆନ ବା ୧୭୭.୬୧ ବିଲିୟନ୍‌ ଡଲାରର ବ୍ୟୟ ବରାଦ ହୋଇଛି। ଗତବର୍ଷ ଚୀନ୍‌ ସରକାର ପ୍ରତିରକ୍ଷା ବଜେଟ୍‌ ୮.୧% ବୃଦ୍ଧି କରିଥିଲେ। ଅର୍ଥାତ ଏହା ୧୭୫ ବିଲିୟନ ଡଲାର ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story