ଡୋକଲାମର ବିବାଦୀୟ ସ୍ଥଳ ପାଖରେ ଗାଁ ତିଆରି କଲା ଚାଇନା

ନୂଆଦିଲ୍ଲୀ: ବିସ୍ତାରବାଦୀ ନୀତିରେ ବିଶ୍ୱାସ ରଖିଥିବା ଚାଇନା ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭୁଟାନ ସୀମାର ୨ କିମି ଭିତରକୁ ପ୍ରବେଶ କରି ବେଜିଂ ପକ୍ଷରୁ ଗୋଟିଏ ଗାଁ ପ୍ରତିଷ୍ଠା କରାଯାଇଛି। ଗାଁ ପ୍ରତିଷ୍ଠା ହୋଇଥିବା ଅଞ୍ଚଳଟି ବିବାଦୀୟ ଡୋକଲାମ ନିକଟରେ ରହିଛି। ଭାରତ ଓ ଚାଇନା ମଧ୍ୟରେ ଡୋକଲାମର ଯେଉଁ ଅଞ୍ଚଳକୁ ଦୀର୍ଘ ୭୦ ଦିନ କାଳ ବିବାଦ ଲାଗି ରହିଥିଲା, ସେଠାରୁ ମାତ୍ର ୯ କିମି ଦୂରରେ ବେଜିଂ ଗାଁ ତିଆରି […]

fi

fi

Hemant Lenka
  • Published: Thursday, 19 November 2020
  • Updated: 19 November 2020, 08:56 PM IST

Sports

Latest News

ନୂଆଦିଲ୍ଲୀ: ବିସ୍ତାରବାଦୀ ନୀତିରେ ବିଶ୍ୱାସ ରଖିଥିବା ଚାଇନା ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଭୁଟାନ ସୀମାର ୨ କିମି ଭିତରକୁ ପ୍ରବେଶ କରି ବେଜିଂ ପକ୍ଷରୁ ଗୋଟିଏ ଗାଁ ପ୍ରତିଷ୍ଠା କରାଯାଇଛି। ଗାଁ ପ୍ରତିଷ୍ଠା ହୋଇଥିବା ଅଞ୍ଚଳଟି ବିବାଦୀୟ ଡୋକଲାମ ନିକଟରେ ରହିଛି। ଭାରତ ଓ ଚାଇନା ମଧ୍ୟରେ ଡୋକଲାମର ଯେଉଁ ଅଞ୍ଚଳକୁ ଦୀର୍ଘ ୭୦ ଦିନ କାଳ ବିବାଦ ଲାଗି ରହିଥିଲା, ସେଠାରୁ ମାତ୍ର ୯ କିମି ଦୂରରେ ବେଜିଂ ଗାଁ ତିଆରି କରିଛି।

ଚାଇନା ଯେଉଁ ଅଞ୍ଚଳରେ ନୂଆ ଗାଁ ତିଆରି କରିଛି, ତା’ର ଫଟୋ ଚାଇନିଜ ଗଣମାଧ୍ୟମ ସିଜିଏନଟି ନ୍ୟୁଜରେ କାମ କରୁଥିବା ବରିଷ୍ଠ ସାମ୍ବାଦିକ ଶେନ ଶିୱେଇ ପୋଷ୍ଟ କରିଥିଲେ। ତେବେ କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରି ଦେଇଥିଲେ।

ହେଲେ ଭାରତର କିଛି ଜାତୀୟ ଗଣମାଧ୍ୟମ ନୂଆ ଗାଁ ପ୍ରତିଷ୍ଠା ହୋଇଥିବା ଅଞ୍ଚଳକୁ ମ୍ୟାପ୍‌ ଜରିଆରେ ଠାବ କରି ଖବର ପ୍ରକାଶ କରିଛନ୍ତି। ଚାଇନା ପକ୍ଷରୁ ଉକ୍ତ ଗାଁର ନାଁ ପାଙ୍ଗଡା ରଖାଯାଇଛି। ମ୍ୟାପ୍‌ରୁ ସ୍ପଷ୍ଟ ହୋଇଛି ଯେ ଏହି ଗାଁଟି ଭୁଟାନ ସୀମାର ୨ କିମି ପରିଧି ମଧ୍ୟରେ ରହିଛି।

ଏହାର ଅର୍ଥ ଚାଇନା ଜୋରଜବରଦସ୍ତି ଭୁଟାନରେ ପ୍ରବେଶ କରିଛି। ଭୁଟାନର ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ ହୋଇ ରହିଥିଲା। ଭାରତୀୟ ସେନେ ଅନେକ ସମୟରେ ଭୁଟାନ ସୀମାରେ ହେଉଥିବା ଅନୁପ୍ରବେଶକୁ ଅଟକାଇଛନ୍ତି। ହେଲେ ଏବେ ଚାଇନା ସବୁ କିଛି ଉଲ୍ଲଙ୍ଘନ କରି ଭୁଟାନ ସୀମାରେ ଗାଁ ତିଆରି କରିଛି। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

ଗୋଟିଏ ପଟେ ଭାରତ ଓ ଚାଇନା ଲଦାଖ ସୀମାରେ ମୁହାଁମୁହିଁ ହେଉଥିବା ବେଳେ ଏବେ ଭୁଟାନ ସୀମାରେ ବେଜିଂର ଅନୁପ୍ରବେଶ ନୂଆ ବିବାଦର ଆଭାସ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story