ଫେସବୁକ୍‌ , ଟ୍ୱିଟର ପରେ ହ୍ୱାଟସ୍‌ଆପ୍‌ ଉପରେ ରୋକ୍‌ ଲଗାଇଲା ଚୀନ୍‌

ନୂଆଦିଲ୍ଲୀ: ଚୀନ ନେଇଛି ଆଉ ଏକ ପଦକ୍ଷପ। ଫେସବୁକ୍‌ ଏବଂ ଟ୍ୱିଟର ପରେ ଏବେ ହ୍ୱାଟସ୍‌ଆପ୍‌ ଉପରେ ରୋକ ଲଗାଇଛି ଚୀନ୍‌।  ଚୀନରେ ଇଣ୍ଟରନେଟ ସେବା ପ୍ରଦାନ କରୁଥିବା କମ୍ପାନୀ ଓପନ ଅବଜର ବେଟରୀ ଅଫ୍ ନେଟୱର୍କ ଇଣ୍ଟରଫ୍ରେସ (ଓଓଏନଆଇ) ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଗତ ୨୩ ସେପ୍ଟେମ୍ବରରୁ  ହ୍ୱାଟସ୍‌ଆପ୍‌ ସେବାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। କିଛି ମାସହେଲା ହ୍ୱାଟସ୍‌ଆପ୍‌ ସେବାରେ ଅନେକ ସମସ୍ୟା ଉପୁଜିଛି। ତେଣୁ ଏଭଳି ପଦେକ୍ଷେପ ନିଆଯାଇଥିବା ଚୀନ୍‌ ସଫେଇ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 01:23 PM IST

Sports

Latest News

ନୂଆଦିଲ୍ଲୀ: ଚୀନ ନେଇଛି ଆଉ ଏକ ପଦକ୍ଷପ। ଫେସବୁକ୍‌ ଏବଂ ଟ୍ୱିଟର ପରେ ଏବେ ହ୍ୱାଟସ୍‌ଆପ୍‌ ଉପରେ ରୋକ ଲଗାଇଛି ଚୀନ୍‌।  ଚୀନରେ ଇଣ୍ଟରନେଟ ସେବା ପ୍ରଦାନ କରୁଥିବା କମ୍ପାନୀ ଓପନ ଅବଜର ବେଟରୀ ଅଫ୍ ନେଟୱର୍କ ଇଣ୍ଟରଫ୍ରେସ (ଓଓଏନଆଇ) ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।

ଗତ ୨୩ ସେପ୍ଟେମ୍ବରରୁ  ହ୍ୱାଟସ୍‌ଆପ୍‌ ସେବାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। କିଛି ମାସହେଲା ହ୍ୱାଟସ୍‌ଆପ୍‌ ସେବାରେ ଅନେକ ସମସ୍ୟା ଉପୁଜିଛି। ତେଣୁ ଏଭଳି ପଦେକ୍ଷେପ ନିଆଯାଇଥିବା ଚୀନ୍‌ ସଫେଇ ଦେଇଛି। କିନ୍ତୁ ହ୍ୱାଟସ୍‌ଆପ୍‌ ପକ୍ଷରୁ ବିଦ୍ଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ପୂର୍ବରୁ ଚୀନ ଫେସବୁକ ,ଇନଷ୍ଟାଗ୍ରାମ ,ଟ୍ୱିଟର ଏବଂ  ଗୁଗୁଲ ଭଳି ସେବାରେ  ପ୍ରତିବନ୍ଧକ  ଲଗାଇଛି। ଏସବୁ ସେବା ବନ୍ଦ କରି ଚୀନ ତା’ର ନିଜସ୍ୱ ସୋସିଆଲ ମିଡିଆ ସେବା ପ୍ରଦାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos