ସୁଧୁରିଲାନି ଚାଇନା: ସୀମାନ୍ତରେ ବଢ଼ାଇଲା ଗତିବିଧି, ଉଡ଼ାଇଲା ହେଲିକପ୍ଟର

ନୂଆଦିଲ୍ଲୀ: ସୀମା ବିବାଦକୁ ଶେଷ କରିବା ମୁଡରେ ନାହିଁ ଚାଇନା। ଗୋଟିଏ ପଟେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରି ବିବାଦ ସମାଧାନ କରିବାକୁ ଚାଇନା ଚାହୁଁଥିବା କହୁଥିବା ବେଳେ ଅନ୍ୟପଟେ ବେଜିଂ ତା’ର ବିସ୍ତାରବାଦ ଚିନ୍ତାଧାରାକୁ ଛାଡ଼ୁନାହିଁ। ପୂର୍ବ ଲଦାଖରେ ଜାରି ରହିଥିବା ବିବାଦର ସମାଧାନ କରିବା ପରିବର୍ତ୍ତେ ଚାଇନା ସୀମାରେ ଗତିବିଧି ବୃଦ୍ଧି କରିବାରେ ଲାଗିଛି। ଏପରି କି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ସେନା ପକ୍ଷରୁ ଘନଘନ ହେଲିକପ୍ଟର ଉଡ଼ା ଯାଉଛି। […]

dc

dc

Hemant Lenka
  • Published: Monday, 08 June 2020
  • Updated: 08 June 2020, 03:44 PM IST

ନୂଆଦିଲ୍ଲୀ: ସୀମା ବିବାଦକୁ ଶେଷ କରିବା ମୁଡରେ ନାହିଁ ଚାଇନା। ଗୋଟିଏ ପଟେ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା କରି ବିବାଦ ସମାଧାନ କରିବାକୁ ଚାଇନା ଚାହୁଁଥିବା କହୁଥିବା ବେଳେ ଅନ୍ୟପଟେ ବେଜିଂ ତା’ର ବିସ୍ତାରବାଦ ଚିନ୍ତାଧାରାକୁ ଛାଡ଼ୁନାହିଁ। ପୂର୍ବ ଲଦାଖରେ ଜାରି ରହିଥିବା ବିବାଦର ସମାଧାନ କରିବା ପରିବର୍ତ୍ତେ ଚାଇନା ସୀମାରେ ଗତିବିଧି ବୃଦ୍ଧି କରିବାରେ ଲାଗିଛି।

ଏପରି କି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ସେନା ପକ୍ଷରୁ ଘନଘନ ହେଲିକପ୍ଟର ଉଡ଼ା ଯାଉଛି। ଭାରତ ମନରେ ଭୟ ସୃଷ୍ଟି କରିବା ପାଇଁ ଚାଇନା ଏପରି କରୁଥିବା କୁହାଯାଇଛି। ତେବେ ଭାରତୀୟ ସେନା ମଧ୍ୟ ଚାଇନାର ସବୁ ପ୍ରକାରର ହରକତର ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ଭାରତୀୟ ସୀମା ନିକଟରେ ଗତ ୭ରୁ ୮ ଦିନ ହେଲାଣି ଚାଇନା ବ୍ୟାପକ ସଂଖ୍ୟାରେ ହେଲିକପ୍ଟର ଉଡ଼ାଇବାରେ ଲାଗିଛି। ଏଲଏସିରେ ଚାଇନା ମୁତୟନ କରିଥିବା ଟ୍ରୁପ୍ସକୁ ଅତିରିକ୍ତ ସହାୟତା କରିବା ପାଇଁ ବେଜିଂ ଏପରି ଉଡ଼ାଣ କରୁଛି। ଚାଇନା ସୀମାରେ ଉଡ଼ାଉଥିବା ବିମାନ ଗୁଡ଼ିକ ମଧ୍ୟରେ ଏମଆଇ-୧୭ ଓ ସ୍ଥାନୀୟ ମିଡିୟମ ଲିଫ୍ଟ ହେଲିକପ୍ଟର ରହିଛି।

ଏହାପୂର୍ବରୁ ମଧ୍ୟ ଇଷ୍ଟର୍ଣ୍ଣ ଲଦାଖ ସୀମା ବିଶେଷ କରି ଗଲୱାନା ଅଞ୍ଚଳରେ ବି ଚାଇନା ପକ୍ଷରୁ ଯୁଦ୍ଧ ବିମାନ ଉଡ଼ାଣ କରାଯାଇଥିଲା। ଗଲୱାନା ଅଞ୍ଚଳରେ ଉଡ଼ୁଥିବା ଚାଇନା ବିମାନ ଭାରତୀୟ ସୀମାରେ ମଧ୍ୟ ପ୍ରବେଶ କରି ନୂଆଦିଲ୍ଲୀ ପକ୍ଷରୁ କରାଯାଉଥିବା ରାସ୍ତା ନିର୍ମାଣ କାମର ଫଟୋ ଉଠାଇଥିଲା। ଚାଇନା ବାରମ୍ବାର ଆକାଶ ସୀମାକୁ ଉଲ୍ଲଙ୍ଘନ କରୁଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି।

ଦିନକୁ ଦିନ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଓ ଚାଇନା ସୀମା ବିବାଦ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଉଭୟ ଦେଶ ମଧ୍ୟରେ ଶୀର୍ଷ ସ୍ତରୀୟ ଆଲୋଚନା ହୋଇଥିଲା। ତଥାପି ଚାଇନା ବିବାଦ ସମାଧାନ କରିବା ପରିବର୍ତ୍ତେ ସୀମାରେ ଗତିବିଧି ବଢ଼ାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story