ଭାରତୀୟ ସୀମାନ୍ତରେ ପଇଁତରା ମାରୁଛି ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ବନ୍ଧୁ ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି। ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ […]

q

q

Hemant Lenka
  • Published: Monday, 16 September 2019
  • Updated: 16 September 2019, 04:19 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଧୁ ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି।

ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ ପଇଁତର ମାରୁଥିବା ଚାଇନାର ଆମ୍ପିବିୟୋସ ଯୁଦ୍ଧ ଜାହାଜ ଜିଆନ ଓ ଅତ୍ୟାଧୁନିକ ମିସାଇଲ ଫାୟାର ଗେଟ୍‌ର ଫଟୋ ଉଠାଯାଇଛି।

ସେପ୍ଟେମ୍ବର ପ୍ରଥମ ସପ୍ତାରେ ଏହି ଫଟୋକୁ ପି-୮ଆଇ ସର୍ଭେଲାନ୍ସ ଯୁଦ୍ଧ ବିମାନ ଦ୍ୱାରା ଉଠାଯାଇଛି। ଭାରତୀୟ ସୀମାନ୍ତରେ ଏହି ଜାହାଜ ପ୍ୟାଟ୍ରୋଲିଂ କରିବା ପରେ ଶ୍ରୀଲଙ୍କାର ଜଳଭାଗରେ ପ୍ରବେଶ କରିଥିଲା।

ଏହି ଦୁଇ ଜାହାଜ ବ୍ୟତୀତ ଆଉ ଏକ ଜାହାଜ ଗଲ୍ଫ ଅଫ ଆଡେନ୍‌ରେ ମଧ୍ୟ ଚାଇନା ମୁତୟନ କରିଛି। ଚାଇନାର ମାଛଧରା ଡଙ୍ଗାକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ସେ ଯାହା ହେଉ ଭାରତୀୟ ଜଳ ସୀମାନ୍ତରେ ଚାଇନାର ଏଭଳି ପ୍ୟାଟ୍ରୋଲିଂକୁ ଭାରତୀୟ ନୌସେନା ଗୁରୁତ୍ୱର ସହ ନେଇଛି। ଏଥିପାଇଁ ସମସ୍ତ ସୀମାନ୍ତ ଉପରେ ପ୍ୟାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story