ସମୁଦ୍ର କୂଳରୁ ମିଳିଲା ସୁଟକେସରେ ଭର୍ତ୍ତି କଟା ହାତ, ଗୋଡ଼ ଓ ଗୁପ୍ତାଙ୍ଗ

ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍‌କୁ ଆଜି ପୁଲିସ୍‌ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍‌ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍‌ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି। ମହିମରେ ଥିବା ମାଖଡୁମ ଶାହ ବାବା ଦର୍ଘା ପଛ ପାଖ ସମୁଦ୍ର କୂଳରେ ସୁଟକେସ ଭାସୁଥିବା ପ୍ରଥମେ ଲୋକମାନେ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ […]

c

c

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 05:01 PM IST

Sports

Latest News

ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍‌କୁ ଆଜି ପୁଲିସ୍‌ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍‌ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍‌ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି।

ମହିମରେ ଥିବା ମାଖଡୁମ ଶାହ ବାବା ଦର୍ଘା ପଛ ପାଖ ସମୁଦ୍ର କୂଳରେ ସୁଟକେସ ଭାସୁଥିବା ପ୍ରଥମେ ଲୋକମାନେ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଟକେସକୁ ଜବତ କରିଥିଲା।

ଏହାକୁ ଖୋଲିବା କ୍ଷଣି ଏହା ମଧ୍ୟରେ ଜଣେ ବ୍ୟକ୍ତିଙ୍କ କଟା ହାତ, ଗୋଡ଼ ଏବଂ ଗୁପ୍ତାଙ୍ଗ ଏକ ଜରି ମଧ୍ୟରେ ରହିଥିବା ଦେଖିବାକୁ ପାଇଥିଲା।

ଏବେ ପରୀକ୍ଷା ପାଇଁ ଖଣ୍ଡବିଖଣ୍ଡିତ ଅଂଶକୁ ସିଓନ ହସ୍ପିଟାଲକୁ ପଠା ଯାଇଛି। ପୁଲିସ୍‌ ଏବେ ଏହା କେଉଁଠୁ ଆସିଲା ଏବଂ ଖଣ୍ଡ ବିଖଣ୍ଡିତ ଶରୀର କାହାର ତା’ର ସନ୍ଧାନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story