ସିଏଏ ଜରୁରୀ ନୁହେଁ ବୋଲି କହିଲେ ବାଂଲା ପ୍ରଧାନମନ୍ତ୍ରୀ, କିନ୍ତୁ...

ଢାକା: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଭାରତ ସରକାର ସିଏଏ ଲାଗୁ କରିଛନ୍ତି। ହେଲେ ଏହାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପର। ହେଲେ ମୁଁ ବୁଝିପାରୁନି ଏଭଳି ଆଇନର ଆବଶ୍ୟକତା କ’ଣ ଥିଲା? ଏହା ଜରୁରୀ ନଥିଲା। ବାଂଲାଦେଶ ସର୍ବଦା ସିଏଏ ଓ ଏନଆରସିକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଭାବେ ବିଚାର କରି ଆସିଛି। ୨୦୧୯ ଅକ୍ଟୋବରରେ […]

y

y

Hemant Lenka
  • Published: Sunday, 19 January 2020
  • Updated: 19 January 2020, 04:16 PM IST

Sports

Latest News

ଢାକା: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଭାରତ ସରକାର ସିଏଏ ଲାଗୁ କରିଛନ୍ତି। ହେଲେ ଏହାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପର। ହେଲେ ମୁଁ ବୁଝିପାରୁନି ଏଭଳି ଆଇନର ଆବଶ୍ୟକତା କ’ଣ ଥିଲା?

ଏହା ଜରୁରୀ ନଥିଲା। ବାଂଲାଦେଶ ସର୍ବଦା ସିଏଏ ଓ ଏନଆରସିକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଭାବେ ବିଚାର କରି ଆସିଛି। ୨୦୧୯ ଅକ୍ଟୋବରରେ ମୁଁ ଭାରତ ଯିବା ସମୟରେ ଭାରତ ସରକାର ମଧ୍ୟ ଏନଆରସିକୁ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ମାନୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅବଗତ କରାଇଥିଲେ।”

ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ କହଛନ୍ତି, “ଆମେ ଭାରତର ୧ ନଂ ବନ୍ଧୁ। ଭାରତ ସରକାର ଆମକୁ ବାରମ୍ବାର ଏନଆରସି ଓ ସିଏଏ ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ଆସିଛନ୍ତି। କିନ୍ତୁ ଯଦି ଏହାକୁ ନେଇ ଭାରତରେ କୌଣସି ଅସ୍ଥିରତା ସୃଷ୍ଟି ହୁଏ, ତା’ହେଲେ ଏହା ପଡ଼ୋଶୀ ଭାବେ ଆମ ଉପରେ ମଧ୍ୟ ପଡ଼ିବ। ତଥାପି ଆମର ଆଶା ଏହି ପରିସ୍ଥିତି ବଦଳିବ ଓ ସବୁ କିଛି ଠିକ୍‌ ହୋଇଯିବ। ଏହା ଆମର ପ୍ରସଙ୍ଗ ନୁହେଁ। ଭାରତ ନିଜେ ହିଁ ଏହାର ସମାଧାନ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story