ହରିଆଣା ନିର୍ବାଚନ: କର୍ଣ୍ଣାଲରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ହରିଆଣା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକା ଅନୁଯାୟୀ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କର୍ଣ୍ଣାଲ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ରେସଲର ଯୋଗେଶ୍ୱର ଦତ୍ତ ବରୋଦାରୁ, ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂହ ପେହୱାରୁ ଓ ରେସଲ ବବିତା ଫୋଗଟ ଦାବ୍ରୀରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ […]

we

we

Hemant Lenka
  • Published: Monday, 30 September 2019
  • Updated: 30 September 2019, 08:35 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ହରିଆଣା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକା ଅନୁଯାୟୀ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କର୍ଣ୍ଣାଲ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ରେସଲର ଯୋଗେଶ୍ୱର ଦତ୍ତ ବରୋଦାରୁ, ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂହ ପେହୱାରୁ ଓ ରେସଲ ବବିତା ଫୋଗଟ ଦାବ୍ରୀରୁ ପ୍ରାର୍ଥୀ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗତକାଲି ବୈଠକ କରି ଉଭୟ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଥିଲେ।

ହରିଆଣାର ୭ ଜଣ କାର୍ଯ୍ୟରତ ବିଧାୟକଙ୍କ ଟିକେଟ ଏଥର କଟିଥିବା ବେଳେ ୩୮ ଜଣ ବିଧାୟକଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ପକ୍ଷରୁ ୯ ଜଣ ମହିଳା ଓ ୨ ଜଣ ମୁସଲିମ ବର୍ଗଙ୍କୁ ପ୍ରାର୍ଥୀ କରାଯାଇଛି। ୨୧ ତାରିଖରେ ହେବାକୁ ଥିବା ହରିଆଣା ବିଧାନସଭା ପାଇଁ ଅକ୍ଟୋବର ୪ରେ ନାମାଙ୍କନ ଦାଖଲ ହେବ। ସେହିପରି ଅକ୍ଟୋବର ୨୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story