କଂଗ୍ରେସର ଦୋ ମୁହାଁ ନୀତି: କ୍ଷମତାକୁ ଆସିଲେ ଉଚ୍ଛେଦ କରିବ ଟ୍ରିପଲ୍‌ ତଲାକ!

ନୂଆଦିଲ୍ଲୀ: ମୁସଲିମ୍‌ ଧର୍ମରେ ପ୍ରଚଳିତ ତତ୍କାଳ ଟ୍ରିପଲ ତଲାକ୍‌କୁ ନେଇ କଂଗ୍ରେସର ଦୋମୁହାଁ ନୀତିର ପର୍ଦ୍ଦାଫାସ ହୋଇଛି। କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ଟ୍ରିପଲ ତଲାକକୁ ଉଚ୍ଛେଦ କରିବା ପାଇଁ ବିଲ୍‌ ଆଣିଥିବା ବେଳେ କଂଗ୍ରେସ ଏହାକୁ ରାଜ୍ୟସଭାରେ ବିରୋଧ କରି ଚାଲିଛି। ତେବେ ଯଦି କଂଗ୍ରେସ ୨୦୧୯ରେ କ୍ଷମତାକୁ ଫେରିବ, ତା’ହେଲେ ଏହି ଟ୍ରିପଲ ତଲାକ ବିଲ୍‌କୁ ତାଙ୍କ ସରକାର ଉଚ୍ଛେଦ କରିବେ ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି। ଆଜି ମହିଳା କଂଗ୍ରେସ ମୁଖ୍ୟ […]

t

t

Hemant Lenka
  • Published: Thursday, 07 February 2019
  • Updated: 07 February 2019, 09:39 PM IST

Sports

Latest News

ନୂଆଦିଲ୍ଲୀ: ମୁସଲିମ୍‌ ଧର୍ମରେ ପ୍ରଚଳିତ ତତ୍କାଳ ଟ୍ରିପଲ ତଲାକ୍‌କୁ ନେଇ କଂଗ୍ରେସର ଦୋମୁହାଁ ନୀତିର ପର୍ଦ୍ଦାଫାସ ହୋଇଛି। କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ଟ୍ରିପଲ ତଲାକକୁ ଉଚ୍ଛେଦ କରିବା ପାଇଁ ବିଲ୍‌ ଆଣିଥିବା ବେଳେ କଂଗ୍ରେସ ଏହାକୁ ରାଜ୍ୟସଭାରେ ବିରୋଧ କରି ଚାଲିଛି। ତେବେ ଯଦି କଂଗ୍ରେସ ୨୦୧୯ରେ କ୍ଷମତାକୁ ଫେରିବ, ତା’ହେଲେ ଏହି ଟ୍ରିପଲ ତଲାକ ବିଲ୍‌କୁ ତାଙ୍କ ସରକାର ଉଚ୍ଛେଦ କରିବେ ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି।

ଆଜି ମହିଳା କଂଗ୍ରେସ ମୁଖ୍ୟ ସୁସ୍ମିତା ଦେବ ଦଳର ସଂଖ୍ୟାଲଘୁ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏମିତି ଏକ ପରିବେଶ ସୃଷ୍ଟି କରି ମୁସଲିମ୍‌ ମହିଳା ଓ ପୁରୁଷଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଟ୍ରିପଲ ତଲାକ ଆଇନ୍‌ ମାଧ୍ୟମରେ ଏହି ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି।

ଅନେକ ଲୋକ କହୁଛନ୍ତି, ଯଦି ଟ୍ରିପଲ ତଲାକ ବିଲ୍ ପାସ୍ ହେବ, ତା’ହେଲେ ମହିଳାମାନେ ସଶକ୍ତ ହୋଇପାରିବେ। କିନ୍ତୁ ଆମେ ଏହାକୁ ବିରୋଧ କରୁଛୁ କାରଣ ନରେନ୍ଦ୍ର ମୋଦି ସରକାର ଏହି ବଲ୍‌ରେ ଏମିତି ବ୍ୟବସ୍ଥା କରିଛନ୍ତି ଯେ ଯାହାଦ୍ୱାରା ମୁସଲିମ ପୁରୁଷମାନଙ୍କୁ ଜେଲ୍‌ ଯିବାକୁ ପଡ଼ିବ। ଖାଲି ସେତିକି ନୁହେଁ, ସେମାନଙ୍କୁ ପୁଲିସ୍ ଷ୍ଟେସନରେ ମଧ୍ୟ ଛିଡ଼ା ହେବାକୁ ପଡ଼ିବ।

ଏଭଳି ଏକ ଆଇନ୍‌ ବିରୋଧରେ ମୁସଲିମ ମହିଳମାନେ ସାରା ଦେଶର ଦସ୍ତଖତ ଅଭିଯାନ ଚଳାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। କଂଗ୍ରେସ ଏହାକୁ ସଂସଦରେ ବିରୋଧ କରୁଛି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଏହି ବିଲ୍‌ରେ ପରିବର୍ତ୍ତନ କରି ଟ୍ରିପଲ ତଲାକ ଉଚ୍ଛେଦ ପାଇଁ ବ୍ୟବସ୍ଥା କରିବ। ସେହିପରି କଂଗ୍ରେସ କିମ୍ବା ଅନ୍ୟ ଯେଉଁ ସରକାର ମହିଳାଙ୍କ ଉନ୍ନତି ପାଇଁ ବିଲ୍‌ ଆଣିବ, ତାକୁ ଦଳ ନିଶ୍ଚୟ ସମର୍ଥନ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story