କେଉଁଠୁ ଆସିଲା ମଣିଷ ହାଡ଼ କଙ୍କାଳ, ୩ ଦିନରେ ଖୋଜି ବାହାର କରିବ କମିଟି

ପାଟନା: ବିହାରର ମୁଜାଫରପୁର ଠାରେ ଥିବା ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ର ପଛ ପାଖରୁ ମିଳିଥିବା ମଣିଷର ହାଡ଼ କଙ୍କାଳ କେଉଁଠୁ ଆସିଲା, ତା’ର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୩ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବେ। ମୁଜାଫରପୁର ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ରଞ୍ଜନ ଘୋଷ ଏହି କମିଟି ଗଠନ କରିଛନ୍ତି। ମୁଜାଫରପୁର ଡେପୁଟି ଡେଭଲପମେଣ୍ଟ କମିଶନର(ଡିସିସି) ଉଜ୍ଜଲ କୁମାର ଏହି କମିଟିର ନେତୃତ୍ୱ ନେବେ। ସେ […]

swe

swe

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 06:45 PM IST

Sports

Latest News

ପାଟନା: ବିହାରର ମୁଜାଫରପୁର ଠାରେ ଥିବା ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ର ପଛ ପାଖରୁ ମିଳିଥିବା ମଣିଷର ହାଡ଼ କଙ୍କାଳ କେଉଁଠୁ ଆସିଲା, ତା’ର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୩ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବେ। ମୁଜାଫରପୁର ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ରଞ୍ଜନ ଘୋଷ ଏହି କମିଟି ଗଠନ କରିଛନ୍ତି। ମୁଜାଫରପୁର ଡେପୁଟି ଡେଭଲପମେଣ୍ଟ କମିଶନର(ଡିସିସି) ଉଜ୍ଜଲ କୁମାର ଏହି କମିଟିର ନେତୃତ୍ୱ ନେବେ। ସେ କହିଛନ୍ତି, “ଏହି କଙ୍ଗାଳ ଗୁଡ଼ିକ ବହୁତ ପୁରୁଣା ଭଳି ମନେ ହେଉଛି। ତେଣୁ ସଙ୍ଗେସଙ୍ଗେ କୌଣସି ନିର୍ଯାସରେ ପହଞ୍ଚିବା ଠିକ୍‌ ନୁହେଁ। ଆମେ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବୁ।”

ଗତ ଶିନିବାର ଦିନ ହସ୍ପିଟାଲ ପରିସରର ପଛପାଖରୁ ମଣିଷ ଖପୁରୀ, ହାଡ଼ ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଠାବ ହୋଇଥିଲା। ଏହି ହସ୍ପିଟାଲ୍‌ରେ ଘାତକ ଏନ୍‌ସେଫାଲାଇଟିସ୍‌ରେ ୧୫୦ରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ଏବେ ବି ଶହଶହ ଶିଶୁ ଚିକିତ୍ସାଧୀନ ରହିଛନ୍ତି। ତେଣୁ ମିଳିଥିବା ହାଡ଼ ଓ ଖପୁରୀ ସହ ଶିଶୁ ମୃତ୍ୟୁର ସମ୍ପର୍କ ରହିଛି କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story