ଲୋକସଭାରେ ପରସ୍ପରକୁ ଧକ୍କା ଦେଲେ ବିଜେପି ଓ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଦିଲ୍ଲୀ ହିଂସାକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସର ସାଂସଦମାନେ ପରସ୍ପରକୁ ଧକ୍କା ମାରିବା ସହ ଠେଲାପେଲା କରିଛନ୍ତି। ଲୋକସଭା ଭଳି ପବିତ୍ର ଗୃହରେ ସାଂସଦଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ସରକାରଙ୍କୁ ଘେରିଥିଲେ। ଏଥିସହ ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା […]

ls

ls

Hemant Lenka
  • Published: Monday, 02 March 2020
  • Updated: 02 March 2020, 05:17 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଦିଲ୍ଲୀ ହିଂସାକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସର ସାଂସଦମାନେ ପରସ୍ପରକୁ ଧକ୍କା ମାରିବା ସହ ଠେଲାପେଲା କରିଛନ୍ତି। ଲୋକସଭା ଭଳି ପବିତ୍ର ଗୃହରେ ସାଂସଦଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ସରକାରଙ୍କୁ ଘେରିଥିଲେ। ଏଥିସହ ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ପ୍ରଥମେ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ତେବେ ୨ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ପୁଣିଥରେ ସମାନ ପ୍ରସଙ୍ଗ ଉଠାଇଥିଲେ।

ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟ ଭାଗକୁ ଯାଇ ହୋହାଲ୍ଲା କରିଥିଲେ। ଏହି ସମୟରେ କଂଗ୍ରେସ ସାଂସଦମାନେ ଶାହଙ୍କ ଇସ୍ତଫା ଦାବିରେ ଲେଖିଥିବା ଏକ କଳା ବ୍ୟାନର ଧରି ଟ୍ରେଜେରୀ ବେଞ୍ଚ ଆଡ଼କୁ ମାଡ଼ି ଯାଇଥିଲେ। ଏହି ସମୟରେ ଟ୍ରେଜେରୀ ବେଞ୍ଚରେ ବସିଥିବା ବିଜେପି ସାଂସଦମାନେ ସେମାନଙ୍କ ଆଗକୁ ମାଡ଼ି ଆସିଥିଲେ। ଫଳରେ କିଛି ସମୟ ପାଇଁ ପରସ୍ପର ପରସ୍ପରକୁ ଧକ୍କା ଓ ଠେଲାପେଲା କରିଥିଲେ। ବାଚସ୍ପତି ଓମ ବିର୍ଲା ଏହା ଦେଖି ଗୃହକୁ ପୁଣି ମୁଲତବୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story