ଦିଲ୍ଲୀରେ ଆପ୍‌-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମିଥ୍ୟା ସର୍ଭେ ରିପୋର୍ଟ ଆଧାରରେ ଆପ୍‌ ଦିଲ୍ଲୀବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ଦଳ ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଭୋଟ୍‌ ଗ୍ରହଣର ଦିନକ ପୂର୍ବରୁ ଆପ୍‌ ଦିଲ୍ଲୀର ଭୋଟରଙ୍କୁ ଫୋନ କରିବା ଆରମ୍ଭ କରିଛି। ଏଥିରେ ମିଥ୍ୟା ସର୍ଭେ ରିପୋର୍ଟକୁ […]

sww

sww

Hemant Lenka
  • Published: Saturday, 11 May 2019
  • Updated: 11 May 2019, 05:13 PM IST

Sports

Latest News

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମିଥ୍ୟା ସର୍ଭେ ରିପୋର୍ଟ ଆଧାରରେ ଆପ୍‌ ଦିଲ୍ଲୀବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ଦଳ ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଅଭିଯୋଗ କରିଛି।

କଂଗ୍ରେସ ଅଭିଯୋଗ କରିଛି ଯେ ଭୋଟ୍‌ ଗ୍ରହଣର ଦିନକ ପୂର୍ବରୁ ଆପ୍‌ ଦିଲ୍ଲୀର ଭୋଟରଙ୍କୁ ଫୋନ କରିବା ଆରମ୍ଭ କରିଛି। ଏଥିରେ ମିଥ୍ୟା ସର୍ଭେ ରିପୋର୍ଟକୁ ଆଧାର କରି ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ତଥ୍ୟ ଦିଆଯାଉଛି। କଲ୍‌ ସେଣ୍ଟରକୁ ଏଥିପାଇଁ ବ୍ୟବହାର କରାଯାଉଛି। ଦିଲ୍ଲୀର କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଏନେଇ ଇସିଙ୍କୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story