ସହରାଞ୍ଚଳ ନିର୍ବାଚନରେ ବିଜେପିକୁ ମାତ ଦେଲା କଂଗ୍ରେସ, ସ୍ୱାଧୀନ ପ୍ରାର୍ଥୀ କିଙ୍ଗ ମେକର

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପି ଠାରୁ ପରାସ୍ତ ହୋଇଥିବା କଂଗ୍ରେସ ସହାରାଞ୍ଚଳ ନିର୍ବାଚନରେ ବାଜିମାତ କରିଛି। ରାଜସ୍ଥାନର ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ବୋର୍ଡରୁ କଂଗ୍ରେସ ୧୪ଟିରେ ଜିତିଥିବା ବେଳେ ବିଜେପି ୪ଟିରେ ଜିତିଛି। କିନ୍ତୁ କଂଗ୍ରେସ କହିଛି ଯେ ଦଳ ସ୍ୱାଧୀନ ପ୍ରାର୍ଥୀଙ୍କ ସହାୟତାରେ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ। ୧୨ଟି ଜିଲ୍ଲାର ୧୭୭୫ଟି ଆସନରେ ଭୋଟିଂ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ […]

t

t

Hemant Lenka
  • Published: Monday, 14 December 2020
  • Updated: 14 December 2020, 03:40 PM IST

Sports

Latest News

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପି ଠାରୁ ପରାସ୍ତ ହୋଇଥିବା କଂଗ୍ରେସ ସହାରାଞ୍ଚଳ ନିର୍ବାଚନରେ ବାଜିମାତ କରିଛି। ରାଜସ୍ଥାନର ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ବୋର୍ଡରୁ କଂଗ୍ରେସ ୧୪ଟିରେ ଜିତିଥିବା ବେଳେ ବିଜେପି ୪ଟିରେ ଜିତିଛି। କିନ୍ତୁ କଂଗ୍ରେସ କହିଛି ଯେ ଦଳ ସ୍ୱାଧୀନ ପ୍ରାର୍ଥୀଙ୍କ ସହାୟତାରେ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ।

୧୨ଟି ଜିଲ୍ଲାର ୧୭୭୫ଟି ଆସନରେ ଭୋଟିଂ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ କରିଛନ୍ତି। ବିଜେପି ୫୪୯ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି। ଦୁଇ ବଡ଼ ଦଳ ବିଜେପି ଓ କଂଗ୍ରେସ ତୁଳନାରେ ସ୍ୱାଧୀନ ପ୍ରାର୍ଥୀମାନେ ସହରାଞ୍ଚଳ ପୌର ବୋର୍ଡ ବା ନଗର ପାଳିକା ଓ ନଗର ପରିଷଦ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହାର ଅର୍ଥ ସ୍ୱାଧୀନ ପ୍ରାର୍ଥୀ ହିଁ କିଙ୍ଗ ମେକର ହୋଇଛନ୍ତି।

୩୨ଟି ମ୍ୟୁନସିପାଲ ପରିଷଦରେ କିଏ ବୋର୍ଡ ଗଠନ କରୁଛି, ତାହା ସ୍ୱାଧୀନ ପ୍ରାର୍ଥୀ ହିଁ ଚୂଡ଼ାନ୍ତ କରିବେ। କାରଣ ସେମାନଙ୍କ ବିନା ସମର୍ଥନରେ ବିଜେପି କିମ୍ବା କଂଗ୍ରେସ ବୋର୍ଡ ଗଠନ କରିପାରିବେ ନାହିଁ।

କଂଗ୍ରେସର ରାଜସ୍ଥାନ ମୁଖ୍ୟ ଗୋବିନ୍ଦ ସିଂହ ଦୋତାସାରା କହିଛନ୍ତି, “ବିଜେପି ପୌରପାଳିକା ନିର୍ବାଚନ ଜିତିଛି ବୋଲି ଯେଉଁ ଦାବି କରୁଥିଲା, ତାହା ଫସର ଫାଟିଛି। ପୌରପାଳିକା ନିର୍ବାଚନରେ ଆମ ଦଳ ଏକାକୀ ୬୧୯ଟି ଆସନ ଜିତିଥିବା ବେଳେ ବିଜେପି କେବଳ ୫୪୯ଟି ସିଟ୍ ଦଖଲ କରିଛି। ୧୭ଟି ସ୍ଥାନରେ ଆମେ ଏକାକୀ ବୋର୍ଡ ଗଠନ କରିବାକୁ ଯାଉଛୁ। ସେହିପରି ଆଉ ୨୪ଟି ସ୍ଥାନରେ ସ୍ୱାଧୀନ ବିଧାୟକ ଆମକୁ ସମର୍ଥନ କରିବେ।”

କଂଗ୍ରେସ ଶାସିତ ରାଜସ୍ଥାନର ଗ୍ରାମାଞ୍ଚଳରେ ବିଜେପି ଗତ ସପ୍ତାହରେ ବାଜିମାତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story