ଜେଇଇ ଓ ନିଟ୍‌: କଂଗ୍ରେସର ରଣହୁଙ୍କାର, ଶିକ୍ଷାର୍ଥୀଙ୍କୁ ସରକାର ଶୁଣନ୍ତୁ ବୋଲି କହିଲେ ସୋନିଆ

ନୂଆଦିଲ୍ଲୀ: ଜେଇଇ ଓ ନିଟ୍‌ ପରୀକ୍ଷା ବିରୋଧରେ କଂଗ୍ରେସ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଏକାଠି ହୋଇ ଶିକ୍ଷାର୍ଥୀଙ୍କ ସୁରକ୍ଷା ବିଷୟରେ କହିବାକୁ ମତ ଦେଇଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପିଲାମାନଙ୍କ କଥା ସରକାର ଶୁଣନ୍ତୁ ବୋଲି ବୋଲି ଦାବି କରିଛନ୍ତି। ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ […]

ds

ds

Hemant Lenka
  • Published: Friday, 28 August 2020
  • Updated: 28 August 2020, 04:24 PM IST

Sports

Latest News

ନୂଆଦିଲ୍ଲୀ: ଜେଇଇ ଓ ନିଟ୍‌ ପରୀକ୍ଷା ବିରୋଧରେ କଂଗ୍ରେସ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଏକାଠି ହୋଇ ଶିକ୍ଷାର୍ଥୀଙ୍କ ସୁରକ୍ଷା ବିଷୟରେ କହିବାକୁ ମତ ଦେଇଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପିଲାମାନଙ୍କ କଥା ସରକାର ଶୁଣନ୍ତୁ ବୋଲି ବୋଲି ଦାବି କରିଛନ୍ତି।

ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀରେ କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ଏକାଧିକ ନେତାଙ୍କୁ ପୁଲିସ୍‌ ଅଟକ ରଖିଛି। ଏସବୁ ଭିତରେ ସୋନିଆ ଗାନ୍ଧି ଗୋଟିଏ ଭିଡିଓ ରିଲିଜ କରି ସରକାର ତୁରନ୍ତ ଶିକ୍ଷାର୍ଥୀମାନେ ଉଠାଉଥିବା ଦାବିକୁ ଶୁଣନ୍ତୁ ଓ ଏହାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି।

ସୋନିଆ କହିଛନ୍ତି, ଶିକ୍ଷାର୍ଥୀମାନେ ହେଉଛନ୍ତି ଆମର ଭବିଷ୍ୟତ। ସୁନ୍ଦର ଭାରତ ଗଠନ ପାଇଁ ଆମେ ସେମାନଙ୍କ ଉପରେ ନିର୍ଭର କରୁ। ଯଦି ସେମାନଙ୍କ ଭବିଷ୍ୟତ ପାଇଁ ଆମେ କୌଣସି ନିଷ୍ପତ୍ତି ନେଉଛୁ, ତା’ହେଲେ ସେମାନଙ୍କ ମତାମତ ନେବା ଜରୁରୀ ବୋଲି ସୋନିଆ କହିଛନ୍ତି।
https://twitter.com/i/status/1299275193722892288

ସରକାର କରୋନା ସଂକ୍ରମଣ ଭିତରେ ଜେଇଇ ଓ ନିଟ୍‌ ପରୀକ୍ଷା କରୁଥିବାରୁ ଏହାର ତାତି ଦିଲ୍ଲୀରେ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀମାନେ ସଭାପତି ଅନୀଲ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ କରିଥିଲେ। ଜେଇଇ ଓ ନିଟ୍‌ ପରୀକ୍ଷାକୁ ସରକାର ଘୁଞ୍ଚାନ୍ତୁ ବୋଲି ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଛି।

କେରଳରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ଶୋଭାଯାତ୍ରା ଚାଲିଥିବା ବେଳେ ଏଠାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ୱାୟନାଡ ଏସପି ଅଫିସ ଆଡ଼କୁ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ବ୍ୟାରିକେଡ ଆଡ଼କୁ ଅଗ୍ରସ ହେବାରୁ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା।

କେବଳ ସୋନିଆ, ରାହୁଲ କିମ୍ବା ପ୍ରିୟାଙ୍କ ନୁହନ୍ତି, ଏକାଧିକ ବୁଦ୍ଧିଜୀବୀ ଓ ଶିକ୍ଷାର୍ଥୀ ମଧ୍ୟ କରୋନା ସଂକ୍ରମଣ ଭିତରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story