ହ୍ୟାକ୍‌ରଙ୍କ ଧମକ ପରେ ଅଫିସିଆଲ୍‌ ଆପ୍‌ ଡିଲିଟ୍‌ କଲା କଂଗ୍ରେସ୍

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍‌ସି) ତା’ର ଆଫିସିଆଲ୍‌ ମୋବାଇଲ୍‌ ଆପ୍‌ ‘With INC’କୁ  ଗୁଗଲ୍‌ ପ୍ଲେଷ୍ଟୋରରୁ ହଟାଇ ଦେଇଛି। ଡାଟା ହ୍ୟାକ୍‌ ହେବା ନେଇ ଅଭିଯୋଗ ପରେ ଏହି ଆପ୍‌କୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା କୁହାଯାଉଛି। ଇଲିୟଟ୍ ଏଲ୍‌ଡରସନ୍ ନାମରେ ଜଣେ ଅଜ୍ଞାତ ହ୍ୟାକର ଆପ୍‌ ବିଷୟରେ ଏହି ଅଭିଯୋଗ ଆଣିଥିଲେ। ଏହି ଆପ୍‌ଟି ଉପଯୋଗକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଇ ସିଙ୍ଗାପୁର ପଠାଉଛି ବୋଲି ସେ ଟ୍ୱିଟ୍‌ କରି ଜଣାଇଥିଲେ। ଏହାପରେ କଂଗ୍ରେସ ଦଳର ସୋସିଆଲ୍‌ […]

lipun

lipun

Rakesh Mallick
  • Published: Monday, 26 March 2018
  • Updated: 26 March 2018, 07:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍‌ସି) ତା’ର ଆଫିସିଆଲ୍‌ ମୋବାଇଲ୍‌ ଆପ୍‌ ‘With INC’କୁ  ଗୁଗଲ୍‌ ପ୍ଲେଷ୍ଟୋରରୁ ହଟାଇ ଦେଇଛି। ଡାଟା ହ୍ୟାକ୍‌ ହେବା ନେଇ ଅଭିଯୋଗ ପରେ ଏହି ଆପ୍‌କୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା କୁହାଯାଉଛି। ଇଲିୟଟ୍ ଏଲ୍‌ଡରସନ୍ ନାମରେ ଜଣେ ଅଜ୍ଞାତ ହ୍ୟାକର ଆପ୍‌ ବିଷୟରେ ଏହି ଅଭିଯୋଗ ଆଣିଥିଲେ। ଏହି ଆପ୍‌ଟି ଉପଯୋଗକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଇ ସିଙ୍ଗାପୁର ପଠାଉଛି ବୋଲି ସେ ଟ୍ୱିଟ୍‌ କରି ଜଣାଇଥିଲେ।

ଏହାପରେ କଂଗ୍ରେସ ଦଳର ସୋସିଆଲ୍‌ ମିଡିଆ ହେଡ୍‌ ଦିବ୍ୟା ସ୍ପନ୍ଦନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଦଳର ଆପ୍‌କୁ କିଛି ସମୟ ପାଇଁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା ସେ ଟ୍ୱିଟ୍‌ କରି ଜଣାଇଛନ୍ତି। ଆପ୍‌ରେ ସଦସ୍ୟତା ଗ୍ରହଣ ପାଇଁ URL କିଛି ସମୟ ପାଇଁ ସମାପ୍ତ ହୋଇଯାଇଛି। କିନ୍ତୁ ୱେବ୍‌ସାଇଟ୍‌ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯାଉଛି ବୋଲି ସେ ଟ୍ୱିଟ୍‌ରେ ଜଣାଇଥିଲେ। କଂଗ୍ରେସ୍‌ ଆପ୍ ହଟାଇ ଦେବା ପରେ ହ୍ୟାକର ଜଣକ କହିଥିଲେ ଯେ, କାଳେ ମୁଁ ତାଙ୍କ ଆପ୍‌ ମଧ୍ୟରେ ସମସ୍ତ ଡାଟା ଦେଖିଦେବି ସେଥିପାଇଁ କଂଗ୍ରେସ ମୋତେ ଡରି ତା’ର ଆପ୍‌କୁ ହଟାଇ ଦେଇଛି।

ରବିବାର ଅଜ୍ଞାତ ହ୍ୟାକର ଜଣକ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟ୍‌ର ସାହାଯ୍ୟରେ ଏକ ମେସେଜ୍‌ ଦେଇଛନ୍ତି। ସେଥିରେ ସେ ଲେଖିଥିଲେ ଯେ, ସେ କଂଗ୍ରେସ୍‌ ମୋବାଇଲ୍‌ ଆପ୍‌ ବିଷୟରେ ପାଇଥିବା ସମସ୍ତ ତଥ୍ୟକୁ ଖୁବ୍‌ ଶୀଘ୍ର ପବ୍ଲିସ୍ କରିବେ। ଆଉ ସୋମବାର ସେ ପୁଣି ଏକ ମେସେଜ୍ କରିଥିଲେ। ସେଥିରେ ସେ ଅଭିଯୋଗ କରିଥିଲେ ଯେ, ଯେଉଁମାନେ ଏହି ଅପ୍‌କୁ ସାଇନ୍‌ ଅପ୍ କରୁଛନ୍ତି ସେମାନଙ୍କ ଡାଟାକୁ ଗୋପନ ନ ରଖାଯାଇ ଏହାକୁ ସିଙ୍ଗାପୁର୍‌ ପଠାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story