ହାରିଲେ କଂଗ୍ରେସର ବିରାପ୍ପା ମୋଇଲୀ

ନୂଆଦିଲ୍ଲୀ: କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ବିରାପ୍ପା ମୋଇଲୀ ବିଜେପିର ବିଏନ୍‌ ବାଚେଗୌଡ଼ାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ମୋଇଲୀ ପ୍ରତିପକ୍ଷ ଗୌଡ଼ାଙ୍କ ଠାରୁ ୧,୮୨,୧୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ମୋଇଲୀ କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରୁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକାର ୧୨ଟି ଆସନର ଫଳାଫଳ ପ୍ରକାଶ ପାଇଥିବା ବେଳେ ବିଜେପି ୧୦ଟି ଆସନରେ ଓ କଂଗ୍ରେସ ୨ଟିରେ ଜିତିଛି। ଉତ୍ତର କନ୍ନଡରେ ବିଜେପିର ବିବାଦୀୟ ନେତା କେନ୍ଦ୍ରମନ୍ତ୍ରୀ ଅନନ୍ତ […]

ree

ree

Hemant Lenka
  • Published: Thursday, 23 May 2019
  • Updated: 23 May 2019, 06:06 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ବିରାପ୍ପା ମୋଇଲୀ ବିଜେପିର ବିଏନ୍‌ ବାଚେଗୌଡ଼ାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ମୋଇଲୀ ପ୍ରତିପକ୍ଷ ଗୌଡ଼ାଙ୍କ ଠାରୁ ୧,୮୨,୧୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।

ମୋଇଲୀ କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରୁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକାର ୧୨ଟି ଆସନର ଫଳାଫଳ ପ୍ରକାଶ ପାଇଥିବା ବେଳେ ବିଜେପି ୧୦ଟି ଆସନରେ ଓ କଂଗ୍ରେସ ୨ଟିରେ ଜିତିଛି। ଉତ୍ତର କନ୍ନଡରେ ବିଜେପିର ବିବାଦୀୟ ନେତା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େ ବାଜିମାତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story