କଂଗ୍ରେସ ନେତାଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଆଜି ଅଜଣା ଦୁର୍ବୃତ୍ତମାନେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଫରିଦାବାଦ୍‌ରେ ଥିବା ଏକ ଜିମ୍‌ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେକଥା […]

wq

wq

Hemant Lenka
  • Published: Thursday, 27 June 2019
  • Updated: 27 June 2019, 01:52 PM IST

Sports

Latest News

ନୂଆଦିଲ୍ଲୀ: ହରିଆଣା କଂଗ୍ରେସ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ଆଜି ଅଜଣା ଦୁର୍ବୃତ୍ତମାନେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଫରିଦାବାଦ୍‌ରେ ଥିବା ଏକ ଜିମ୍‌ରୁ ବିକାଶ ଆଜି ସକାଳେ ବାହାରୁ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେକଥା ଜଣାପଡ଼ିନାହିଁ।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଯାୟୀ, ଜିମ୍‌ରୁ ବାହାରି ବିକାଶ ତାଙ୍କ କାର୍‌ରେ ବସିଥିଲେ। ଏହି ସମୟରେ ମାରୁତି ଏସ୍‌ଏକ୍ସ ୪ରେ ଆସି ସେଠାରେ ପହଞ୍ଚିଥିଲେ। ସେମାନେ ବିକାଶଙ୍କ କାର ପାଖକୁ ଯାଇ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଏହାପରେ କାର୍‌ର ୱିଣ୍ଡୋ ପଟେ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ।

ହରିଆଣା କଂଗ୍ରେସ ସଭାପତି ଅଶୋକ ତନୱାର ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପରାଗତାକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ରାଜ୍ୟରେ ଏବେ ଜଙ୍ଗଲରାଜ ଆରମ୍ଭ ହୋଇଛି। ସରକାର ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାରେ ବିଫଳ ହୋଇଛନ୍ତି। ଗତକାଲି ଜଣେ ମହିଳା ଅସଦାଚରଣକୁ ବିରୋଧ କରିବାରୁ ତାଙ୍କୁ ଛୁରୀ ମାଡ଼ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଛି। ଏହାର ତଦନ୍ତ ହେବା ଦରକାର।” ୩୮ ବର୍ଷୀୟ ଚୌଧୁରୀ ନିକଟରେ ଆଇଏନ୍‌ଏଲ୍‌ଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

https://youtu.be/qwuJFR4Sws0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story