ମୁଁ ୧୯ରେ ପ୍ରଧାନମନ୍ତ୍ରୀ ହେବି: ରାହୁଲ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର। କଂଗ୍ରେସ ସଭାପତି ରହୁଲ ଗାନ୍ଧି ଆଜି ବି ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସମୟରେ ରାହୁଲ କହିଛନ୍ତି,“ ଆପଣ ସମସ୍ତେ ଏବେ ମୋ କଥା ନେଇ ହସିବେ। ହେଲେ ୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି)ସରକାର କରିପାରିବ ନାହିଁ। ବର୍ତ୍ତମାନ ବିରୋଧୀ ଦଳ ଗୁଡ଼ିକ ଏକାଠି ରହିଛନ୍ତି। ଏଥିପାଇଁ ବିଜେପି କ୍ଷମତାକୁ ଆସିବା କଷ୍ଟକର ହୋଇପଡ଼ିବ।” ସେହିପରି ରାହୁଲଙ୍କୁ […]

Rahul

Rahul

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 07:19 PM IST

Sports

Latest News

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର। କଂଗ୍ରେସ ସଭାପତି ରହୁଲ ଗାନ୍ଧି ଆଜି ବି ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ସହ କଥା ହେବା ସମୟରେ ରାହୁଲ କହିଛନ୍ତି,“ ଆପଣ ସମସ୍ତେ ଏବେ ମୋ କଥା ନେଇ ହସିବେ। ହେଲେ ୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି)ସରକାର କରିପାରିବ ନାହିଁ। ବର୍ତ୍ତମାନ ବିରୋଧୀ ଦଳ ଗୁଡ଼ିକ ଏକାଠି ରହିଛନ୍ତି। ଏଥିପାଇଁ ବିଜେପି କ୍ଷମତାକୁ ଆସିବା କଷ୍ଟକର ହୋଇପଡ଼ିବ।”

ସେହିପରି ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପଦ ନେଇ ପ୍ରଶ୍ନ ପଚରାଯାଇଥିଲା। ଆପଣ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ? ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଥିଲେ ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ କ’ଣ ପାଇଁ ନୁହେଁ।

ସେ କହିଛନ୍ତି,“ ଯଦି ୨୦୧୯ରେ କଂଗ୍ରେସ ସବୁଠାରୁ ବଡ଼ ଦଳ ହୋଇ ଉଭା ହୁଏ, ମୁଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ।”

ସୂଚନାଯୋଗ୍ୟ, ମେ’ ୧୨ରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୧୫ରେ ନିର୍ବାଚନର ଫଳାଫଳ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story