ଟିମ୍‌ ଇଣ୍ଡିଆର ଅରେଞ୍ଜ ଜର୍ସିକୁ କଂଗ୍ରେସ ଓ ସପାର ବିରୋଧ

ମୁମ୍ବାଇ: ଆସନ୍ତା ୩୦ ତାରିଖରେ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଚିରାଚରିତ ବ୍ଲୁ ରଙ୍ଗର ଜର୍ସି ବଦଳରେ କମଳା ବା ଅରେଞ୍ଜ ରଙ୍ଗର ଜର୍ସି ପରିଧାନ କରିବେ। ହେଲେ ଏଭଳି କମଳା ରଙ୍ଗର ଜର୍ସି ପରିଧାନକୁ କଂଗ୍ରେସ ଓ ସମାଜବାଦ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି। ସମାଜବାଦୀ ପାର୍ଟି(ସପା)ର ବିଧାୟକ ଅବୁ ଅସିମ ଅଜମି କହିଛନ୍ତି, “ଏଭଳି କମଳା ରଙ୍ଗର ଜର୍ସି ପରିଧାନ ପଛରେ ଭାରତ […]

err

err

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 06:36 PM IST

Sports

Latest News

ମୁମ୍ବାଇ: ଆସନ୍ତା ୩୦ ତାରିଖରେ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଚିରାଚରିତ ବ୍ଲୁ ରଙ୍ଗର ଜର୍ସି ବଦଳରେ କମଳା ବା ଅରେଞ୍ଜ ରଙ୍ଗର ଜର୍ସି ପରିଧାନ କରିବେ। ହେଲେ ଏଭଳି କମଳା ରଙ୍ଗର ଜର୍ସି ପରିଧାନକୁ କଂଗ୍ରେସ ଓ ସମାଜବାଦ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି।

ସମାଜବାଦୀ ପାର୍ଟି(ସପା)ର ବିଧାୟକ ଅବୁ ଅସିମ ଅଜମି କହିଛନ୍ତି, “ଏଭଳି କମଳା ରଙ୍ଗର ଜର୍ସି ପରିଧାନ ପଛରେ ଭାରତ ସରକାରଙ୍କ ହାତ ରହିଛି। ଦେଶରେ ଗେରୁଆ ରଙ୍ଗକୁ ବୃଦ୍ଧି କରିବା ପାଇଁ ବିଜେପି ନେତୃତ୍ୱାଧୀନ ସରକାର ଏଭଳି ଯୋଜନା କରିଛନ୍ତି। ମୋଦିଜୀ ସମଗ୍ର ଦେଶକୁ ଗେରୁଆ କରିବାକୁ ଚାହୁଁଛନ୍ତି। ଭାରତୀୟ ତ୍ରିରଙ୍ଗାକୁ ଜଣେ ମୁସଲିମ ତିଆରି କରିଥିଲେ।

ତ୍ରିରଙ୍ଗାରେ ଅନ୍ୟ ରଙ୍ଗ ମଧ୍ୟ ରହିଛି। ହେଲେ କ’ଣ ପାଇଁ ଟିମ୍‌ ଇଣ୍ଡିଆ ଅରେଞ୍ଜ ରଙ୍ଗର ଜର୍ସି ପିନ୍ଧିବ? ଯଦି ଟିମ୍‌ ଇଣ୍ଡିଆର ଜର୍ସି ତ୍ରିରଙ୍ଗା ଭଳି ରଙ୍ଗରେ ରଙ୍ଗାୟତ ହୋଇଥାଆନ୍ତା, ତା’ହେଲେ ସବୁଠାରୁ ଭଲ ହୋଇଥାଆନ୍ତା।”

କଂଗ୍ରେସ ବିଧାୟକ ନସୀମ ଖାନ୍‌ ମଧ୍ୟ କେନ୍ଦ୍ର ସରକାର ଗେରୁଆ ରାଜନୀତି କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ଯେବେଠାରୁ ମୋଦି ସରକାର କ୍ଷମତା ଦଖଲ କଲେଣି, ସେବେଠାରୁ ଗେରୁଆ ରାଜନୀତି ଆରମ୍ଭ ହୋଇଛି। ତ୍ରିରଙ୍ଗାକୁ ସମ୍ମାନ ଦେବା ଦରକାର ଓ ଦେଶର ଜାତୀୟତାକୁ ପ୍ରଚାର କରିବା ଦରକାର। କିନ୍ତୁ ଏ ସରକାର ସବୁଥିରେ ଗେରୁଆ ରାଜନୀତି କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story