କୃଷି ଆଇନକୁ ଅକାମୀ କରିବାକୁ କଂଗ୍ରେସ ଶାସିତ ରାଜ୍ୟରେ ବସିବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ବିଲ ଆଣିବେ। ଏହି ବିଲ୍‌କୁ ପାସ୍‌ କରାଇବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଖୁବଶୀଘ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି। କୃଷି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ପକ୍ଷରୁ ଗୋଟିଏ ବିଲ୍‌ ପ୍ରସ୍ତୁତ କରାଯାଇଛି। ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ପ୍ରସ୍ତୁତ କରିଛନ୍ତି। ଏବେ ଏହି ବିଲ୍‌କୁ ଦଳ ଦଖଲରେ […]

gki

gki

Hemant Lenka
  • Published: Sunday, 04 October 2020
  • Updated: 04 October 2020, 08:48 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ବିଲ ଆଣିବେ। ଏହି ବିଲ୍‌କୁ ପାସ୍‌ କରାଇବା ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଖୁବଶୀଘ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି।

କୃଷି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ପକ୍ଷରୁ ଗୋଟିଏ ବିଲ୍‌ ପ୍ରସ୍ତୁତ କରାଯାଇଛି। ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ପ୍ରସ୍ତୁତ କରିଛନ୍ତି। ଏବେ ଏହି ବିଲ୍‌କୁ ଦଳ ଦଖଲରେ ଥିବା ରାଜ୍ୟଗୁଡ଼ିକ ପାଖକୁ ପଠାଯାଇଛି। ଏହି ବିଲ୍‌ରେ ୨ଟି ବ୍ୟବସ୍ଥା ରହିଛି। ପ୍ରଥମଟି ହେଲା, କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇନ କେବେ ଲାଗୁ ହେବ, ତା’ର ତାରିଖ ରାଜ୍ୟ ସରକାରମାନେ ଧାର୍ଯ୍ୟ କରିବେ। ଦ୍ୱିତୀୟରେ ଚାଷୀଙ୍କ ସହ ଚୁକ୍ତି କରୁଥିବା କମ୍ପାନୀ ବା ସଂସ୍ଥା ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍‌ ଦାମ ଦେଇପାରିବେ ନାହିଁ।

କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ମହାରାଷ୍ଟ୍ର ଓ ଝାରଖଣ୍ଡ ଭଳି ରାଜ୍ୟରେ କଂଗ୍ରେସ ମେଣ୍ଟ ସରକାର କରିଛି। ତେଣୁ ଏଠାରେ ବିଧାନସଭା ଅଧିବେଶନ ଡକାଯିବ କି ନାହିଁ ଜଣାପଡ଼ିନାହିଁ।

ସେହିପରି ଅଣ ବିଜେପି ଓ ଅଣ କଂଗ୍ରେସ ଶାସିତ ରାଜ୍ୟରେ ଏପରି ବିଲ୍‌ ଆସିବ କି ନାହିଁ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରସ୍ତୁତ କରିଥିବା ବିଲ୍‌ ଯଦି ରାଜ୍ୟ ବିଧାନସଭାରେ ପାସ୍‌ ବି ହୋଇଯାଏ, ତା’ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ। ରାଷ୍ଟ୍ରପତି ଚାହିଁଲେ ଏହାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ହେଲେ କାହିଁକି ପ୍ରତ୍ୟାଖ୍ୟାନ କଲେ, ସେକଥା ରାଜ୍ୟ ସରକାରମାନଙ୍କୁ ଜଣାଇବା ପାଇଁ ରାଷ୍ଟ୍ରପତି ବାଧ୍ୟ ନୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story