ଯୁଦ୍ଧ ଜାହାଜରେ ମୋଦି ଓ ଅକ୍ଷୟ କୁମାରଙ୍କ ଫଟୋକୁ ନେଇ ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କେମିତି ନୌସେନାର ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିରାଟ୍‌କୁ ନିଜର ପାରିବାରିକ ଛୁଟି ପାଇଁ ବ୍ୟବହାର କରିଥିଲେ ସେ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଭାରେ କହିଥିଲେ। ତେବେ ମୋଦିଙ୍କ ଏଭଳି ବୟାନରେ ସତ୍ୟତା ନାହିଁ ବୋଲି ଏକାଧିକ ପୂର୍ବତନ ନୌସେନା ଅଧିକାରୀ କହି ସାରିଛନ୍ତି। କିନ୍ତୁ ମୋଦି କେମିତି ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ସୁମିତ୍ରାର ଅପବ୍ୟବହାର କରିଥିଲେ, ସେକଥା କଂଗ୍ରେସ ପ୍ରମାଣ ସହ ଉପସ୍ଥାପନ କରିଛି। କଂଗ୍ରେସ ନେତ୍ରୀ […]

ssa

ssa

Hemant Lenka
  • Published: Friday, 10 May 2019
  • Updated: 10 May 2019, 04:37 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କେମିତି ନୌସେନାର ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିରାଟ୍‌କୁ ନିଜର ପାରିବାରିକ ଛୁଟି ପାଇଁ ବ୍ୟବହାର କରିଥିଲେ ସେ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଭାରେ କହିଥିଲେ। ତେବେ ମୋଦିଙ୍କ ଏଭଳି ବୟାନରେ ସତ୍ୟତା ନାହିଁ ବୋଲି ଏକାଧିକ ପୂର୍ବତନ ନୌସେନା ଅଧିକାରୀ କହି ସାରିଛନ୍ତି। କିନ୍ତୁ ମୋଦି କେମିତି ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ସୁମିତ୍ରାର ଅପବ୍ୟବହାର କରିଥିଲେ, ସେକଥା କଂଗ୍ରେସ ପ୍ରମାଣ ସହ ଉପସ୍ଥାପନ କରିଛି।

କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନ ଟ୍ୱିଟ୍‌ କରି କହିଛନ୍ତି ଯେ “ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କ୍ୟାନାଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତଥାପି ଅକ୍ଷୟ କୁମାର ଏବଂ ତାଙ୍କ ପରିବାର ବର୍ଗଙ୍କୁ ମୋଦି ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ସୁମିତ୍ରାକୁ ନେଇଥିଲେ। କ’ଣ ଜଣେ କ୍ୟାନାଡାର ନାଗରିକଙ୍କୁ ଭାରତୀୟ ଯୁଦ୍ଧ ଜାହାଜ ମଧ୍ୟକୁ ନେବା କ’ଣ ଠିକ? ୨୦୧୬ରେ ଏହି ଘଟଣା ଘଟିଥିଲା। ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ଏକଥା ମନେ ଅଛି ତ?” ଏହି ପୋଷ୍ଟରେ ଦିବ୍ୟା ସ୍ପନ୍ଦନ ଉଭୟ ମୋଦି ଏବଂ ଅକ୍ଷୟ କୁମାରଙ୍କୁ ଟ୍ୟାଗ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story